ସାରଥି ପ୍ରସଙ୍ଗ: ସତ୍ୟମ ନାମରେ ଥିବା ଲକର ଖୋଲିବାକୁ ଏସବିଆଇ ଶାଖାରେ କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା: ସାରଥିଙ୍କ ତଥାକଥିତ ପୁଅ ସତ୍ୟମ୍ ନାମରେ ଥିବା ବ୍ୟାଙ୍କ ଲକର୍ ଖୋଲିବାର ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ସକାଳ ୧୧ଟାରେ କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ କେନ୍ଦ୍ରାପଡ଼ା କଲେଜ ରୋଡ୍ ସ୍ଥିତ ଏସବିଆଇ ଶାଖାରେ ପହଞ୍ଚିଛି। ଏହି ଟିମ୍ ସେଠାରେ ପହଞ୍ଚି ଲକର ସମ୍ୱନ୍ଧୀୟ କାଗଜପତ୍ର ଯାଞ୍ଚ ପରେ ଲକର ଖୋଲିବା ଆରମ୍ଭ କରିଛି। ସେପଟେ ହାଇଦ୍ରାବାଦରେ ସାରଥିଙ୍କ ହୋଟେଲ୍ ରହଣି ସଂପର୍କରେ ଛାନଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଏପଟେ କ୍ରାଇମବ୍ରାଞ୍ଚ ନିକଟରେ କଟକ ଜଗରପଡ଼ା […]

satyam 10

satyam 10

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 12:37 PM IST

Sports

Latest News

କେନ୍ଦ୍ରାପଡା: ସାରଥିଙ୍କ ତଥାକଥିତ ପୁଅ ସତ୍ୟମ୍ ନାମରେ ଥିବା ବ୍ୟାଙ୍କ ଲକର୍ ଖୋଲିବାର ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ସକାଳ ୧୧ଟାରେ କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ କେନ୍ଦ୍ରାପଡ଼ା କଲେଜ ରୋଡ୍ ସ୍ଥିତ ଏସବିଆଇ ଶାଖାରେ ପହଞ୍ଚିଛି। ଏହି ଟିମ୍ ସେଠାରେ ପହଞ୍ଚି ଲକର ସମ୍ୱନ୍ଧୀୟ କାଗଜପତ୍ର ଯାଞ୍ଚ ପରେ ଲକର ଖୋଲିବା ଆରମ୍ଭ କରିଛି। ସେପଟେ ହାଇଦ୍ରାବାଦରେ ସାରଥିଙ୍କ ହୋଟେଲ୍ ରହଣି ସଂପର୍କରେ ଛାନଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ।

ଏପଟେ କ୍ରାଇମବ୍ରାଞ୍ଚ ନିକଟରେ କଟକ ଜଗରପଡ଼ା ସାରଥି ସମିତିର କୋଷାଧ୍ୟକ୍ଷଙ୍କ ସମେତ ୩ଜଣ କର୍ମକର୍ତ୍ତା ଆଜି କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହୋଇ ଆୟ ବ୍ୟୟ ହିସାବ ଦେଉଛନ୍ତି। ସାରଥି ବିବାଦ ନେଇ ତନାଘନା ଜାରି ରହିଥିବାବେଳେ ବାରିମୂଳ ଆଶ୍ରମ ପକ୍ଷରୁ ବ୍ୟବହୃତ ୪ଟି ଗାଡ଼ିକୁ ଜବତ କରିଛି ପୋଲିସ। ତା'ମଧ୍ୟରେ ରହିଛି ଦୁଇଟି ବୋଲେରୋ, ଗୋଟିଏ ଆମ୍ବୁଲାନ୍ସ ଏବଂ ଗୋଟିଏ ରୟାଲ୍ ଏନଫିଲ୍ଡ ବୁଲେଟ୍। ଏହି ଗାଡ଼ି ଗୁଡ଼ିକୁ ଜବତ କରି କେନ୍ଦ୍ରାପଡ଼ା ପୋଲିସ ସଦର ଥାନାରେ ରଖିଛି।

ଆଜି ସାରଥୀ ରହିଥିବା ଗୋଲକୁଣ୍ଡା ହୋଟେଲରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଗତକାଲି ହୋଟେଲର ରେଜିଷ୍ଟର ଓ ସାରଥୀ ରହିଥିବା ରୁମ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ। ସାରଥି ଓ ଯୁବତୀ ଗତ ଜୁଲାଇ ୩ରୁ ୫ ପର୍ଯ୍ୟନ୍ତ ଗୋଲକୁଣ୍ଡା ହୋଟେଲରେ ରହିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story