ସର୍ଦ୍ଦାର ରାଜାସ୍ ପ୍ରସଙ୍ଗ: ସୁପ୍ରିମକୋର୍ଟ ଗଲେ ୩ ସରକାରୀ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟ ମେଡିକାଲ କଲେଜରେ ଥଇଥାନ ପ୍ରସଙ୍ଗରେ ୩ଟି ସରକାରୀ ମେଡିକାଲ କଲେଜ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟକୁ ଯାଇଛନ୍ତି। ବ୍ରହ୍ମପୁର ଏମେକେସିଜି, ବୁର୍ଲା ଭିଏସଏସ ଓ କଟକ ଏସସିବିର ଡେଣ୍ଟାଲ ବିଭାଗର ଛାତ୍ରଛାତ୍ରୀମାନେ ଏସ୍ଏଲପି ଜରିଆରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ମାମଲାର ବିଚାର ନ ହେବା ଯାଏଁ ଆଡମିଶନ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ସେମାନେ ନିବେଦନ କରିଛନ୍ତି। ଶ୍ରେଣୀ ବର୍ଜନ, ଧାରଣା, ରାଲି ଓ ବିକ୍ଷୋଭ ପରେ ଏବେ ଜୋର୍ ଧରିଛି […]

SC

SC

Rakesh Mallick
  • Published: Monday, 14 December 2015
  • Updated: 14 December 2015, 01:59 PM IST

Sports

Latest News

SC-300x199ଭୁବନେଶ୍ୱର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟ ମେଡିକାଲ କଲେଜରେ ଥଇଥାନ ପ୍ରସଙ୍ଗରେ ୩ଟି ସରକାରୀ ମେଡିକାଲ କଲେଜ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟକୁ ଯାଇଛନ୍ତି। ବ୍ରହ୍ମପୁର ଏମେକେସିଜି, ବୁର୍ଲା ଭିଏସଏସ ଓ କଟକ ଏସସିବିର ଡେଣ୍ଟାଲ ବିଭାଗର ଛାତ୍ରଛାତ୍ରୀମାନେ ଏସ୍ଏଲପି ଜରିଆରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ମାମଲାର ବିଚାର ନ ହେବା ଯାଏଁ ଆଡମିଶନ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ସେମାନେ ନିବେଦନ କରିଛନ୍ତି।

ଶ୍ରେଣୀ ବର୍ଜନ, ଧାରଣା, ରାଲି ଓ ବିକ୍ଷୋଭ ପରେ ଏବେ ଜୋର୍ ଧରିଛି ଆଇନଗତ ଲଢେଇ। ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟ ମେଡିକାଲ୍ କଲେଜରେ ଥଇଥାନ୍ ପ୍ରସଙ୍ଗରେ ମାମଲା ପହଞ୍ଚିଛି ସର୍ବୋଚ୍ଚ ଅଦାଲତରେ। ଏକ ସ୍ପେଶାଲ୍ ଲିଭ୍ ପିଟିସନ୍ ଜରିଆରେ ଭିଏସ୍ଏସ୍ ମେଡିକାଲ କଲେଜର ୨, ଏମକେସିଜିର ୨ ଓ ଏସସିବି ଡେଣ୍ଟାଲ ୱିଙ୍ଗର ଜଣେ ଛାତ୍ରଛାତ୍ରୀ ମିଳିତ ଭାବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତ ୯ ତାରିଖରେ ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ ଆଡମିଶନ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାଏର ଏହି ଏସ୍ଏଲସିରେ ମାମଲାର ଶୁଣାଣି ଶେଷ ନ ହେବା ଯାଏ ଆଡମିଶନ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ନିବେଦନ କରାଯାଇଛି।

ଗତ ଶୁକ୍ରବାର ସର୍ଦ୍ଦାର ରାଜାସ ମେଡିକାଲ କଲେଜର ୧୨୪ ପିଲାଙ୍କ ଆଡମିଶନ୍ ନେଇ ଡିଏମ୍ଇଟି କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ରାଙ୍କ ଅନୁସାରେ ଛାତ୍ରଛାତ୍ରୀଙ୍କୁ ୨ଟି ସରକାରୀ ଓ ୩ ଘରୋଇ କଲେଜରେ ନାମ ଲେଖା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏହା ଅନୁଯାୟୀ ଆସନ୍ତାକାଲିଠାରୁ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ ଓ ଆବେଦନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story