ସତ୍ୟମଙ୍କ ରିମାଣ୍ଡ ଅବଧି ଶେଷ: ଆସନ୍ତାକାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

କଟକ: ସାରଥିଙ୍କ ତଥାକଥିତ ପୁଅ ସତ୍ୟମଙ୍କ ରିମାଣ୍ଡ ଅବଧି ଆଜି ସରିଛି । ଆସନ୍ତାକାଲି ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ତାକୁ କୋର୍ଟରେ ହାଜର କରିବ । ତେବେ ସତ୍ୟମର ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଆବେଦନ କରାଯିବ ନାହିଁ ଏଡିଜେ ବି.କେ. ଶର୍ମା କହିଛନ୍ତି । କ୍ରାଇମବ୍ରାଞ୍ଚର ଅଧିକାରୀମାନେ ମୁମ୍ବାଇରୁ ସତ୍ୟମକୁ ଗିରଫ କରିଥିଲେ । ସତ୍ୟମଙ୍କୁ ଗିରଫ କରି ଭୁବନେଶ୍ୱର ଅଣାଯିବା ପରେ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇ ଜେରା କରାଯାଇଥିଲା । ଗୋଟିଏ ଦିନ ଜେରା […]

satyam

satyam

Rakesh Mallick
  • Published: Sunday, 23 August 2015
  • Updated: 24 August 2015, 02:55 AM IST

Sports

Latest News

କଟକ: ସାରଥିଙ୍କ ତଥାକଥିତ ପୁଅ ସତ୍ୟମଙ୍କ ରିମାଣ୍ଡ ଅବଧି ଆଜି ସରିଛି । ଆସନ୍ତାକାଲି ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ତାକୁ କୋର୍ଟରେ ହାଜର କରିବ । ତେବେ ସତ୍ୟମର ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଆବେଦନ କରାଯିବ ନାହିଁ ଏଡିଜେ ବି.କେ. ଶର୍ମା କହିଛନ୍ତି । କ୍ରାଇମବ୍ରାଞ୍ଚର ଅଧିକାରୀମାନେ ମୁମ୍ବାଇରୁ ସତ୍ୟମକୁ ଗିରଫ କରିଥିଲେ । ସତ୍ୟମଙ୍କୁ ଗିରଫ କରି ଭୁବନେଶ୍ୱର ଅଣାଯିବା ପରେ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇ ଜେରା କରାଯାଇଥିଲା । ଗୋଟିଏ ଦିନ ଜେରା ପରେ ସତ୍ୟମକୁ କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ୍। ତାଙ୍କୁ କଟକର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇ ତିନିଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଜେରା ବେଳେ ସତ୍ୟମର ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା । ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିଛି ।

ପ୍ରାୟ ଦୁଇ ସପ୍ତାହର ଛକାପଞ୍ଝା ପରେ ଗତ ୧୮ ତାରିଖରେ ମୁମ୍ୱାଇରୁ ସତ୍ୟମକୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍ ତାକୁ କଟକ ଆଣିବା ପରେ ଜେରା କରିଥିଲା। ସେପଟେ ସତ୍ୟମ୍ ଧରାପଡ଼ିବା ପରେ ସାରଥି ମାମଲାରେ ବିଶେଷ କରି ଅର୍ଥନୈତିକ କାରବାରର ଗୁମର ଖୋଲିବ ବୋଲି ଆଶା କରାଯାଉଛି। କାରଣ ସତ୍ୟମ୍ ନାଁରେ ହିଁ ଚାଲିଥିଲା କୋଟି କୋଟି ଟଙ୍କାର ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ। ତା’ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ୍, ଜମିବାଡ଼ି ଓ ଲକ୍ଷ ଲକ୍ଷ ଟଙ୍କ।ର ବ୍ୟାଙ୍କ ଆଉକାଣ୍ଟ ରହିଛି। ଜେରା ସମୟରେ ସାରଥି ବହୁ ତଥ୍ୟ ଲୁଚାଇଥିବା ଓ ମିଛ ଉତ୍ତର ଦେଇଥିବା ସନ୍ଦେହ କରାଯାଉଛି। ଆଶା କରାଯାଉଛି ସତ୍ୟମକୁ କରାଯାଇଥିବା ଜେରାରୁ ସେସବୁ ଉପରୁ ପରଦା ହଟିବ। କ୍ରାଇମବ୍ରାଞ୍ଚ ସତ୍ୟମଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ତାଙ୍କ ନାଁରେ ଆଇପିସିର ଧାରା ୧୨୦-ବି, ୪୬୭, ୪୬୮, ୪୭୧, ୪୧୧, ୪୨୩, ୩୭୧, ୩୪୧ ଏବଂ ୩୪ ଦଫା ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story