ସ୍ଥାୟୀ ନିଯୁକ୍ତି ଦାବିରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର: ରାଜଧାନୀରେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ। ମୂଳ ନିଯୁକ୍ତଠାରୁ ୬ ବର୍ଷ  ପୂରଣ କରିଥିବା ସମସ୍ତ ଏସ୍‌ସି ଓ ଏସ୍‌ଟି ଏବଂ ଭିନ୍ନକ୍ଷମ ଗଣଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି  ଦାବି ନେଇ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି । ବୁଧବାର ପିଏମଜିରେ ଏସ୍‌ସି/ଏସଟି ଓ ଭିନ୍ନକ୍ଷମ ଗଣଶିକ୍ଷକମାନେ ଅଭିନବ ଭାବେ ସେମାନଙ୍କ ପ୍ରତିବାଦ ଜଣାଇଥିଲେ। ୬ବର୍ଷ କାର୍ଯ୍ୟ କରିବା ପରେ ଗଣଶିକ୍ଷକଙ୍କୁ ନିୟମିତ କରିବା, ଗଞ୍ଜାମରେ […]

teacher

teacher

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 08:27 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ। ମୂଳ ନିଯୁକ୍ତଠାରୁ ୬ ବର୍ଷ  ପୂରଣ କରିଥିବା ସମସ୍ତ ଏସ୍‌ସି ଓ ଏସ୍‌ଟି ଏବଂ ଭିନ୍ନକ୍ଷମ ଗଣଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି  ଦାବି ନେଇ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି ।

ବୁଧବାର ପିଏମଜିରେ ଏସ୍‌ସି/ଏସଟି ଓ ଭିନ୍ନକ୍ଷମ ଗଣଶିକ୍ଷକମାନେ ଅଭିନବ ଭାବେ ସେମାନଙ୍କ ପ୍ରତିବାଦ ଜଣାଇଥିଲେ। ୬ବର୍ଷ କାର୍ଯ୍ୟ କରିବା ପରେ ଗଣଶିକ୍ଷକଙ୍କୁ ନିୟମିତ କରିବା, ଗଞ୍ଜାମରେ ୬ବର୍ଷ କାର୍ଯ୍ୟ କରିଥିବା ୬୯ ଜଣ ଶିକ୍ଷକଙ୍କୁ ନିୟମିତ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ନିୟମକୁ ଲାଗୁ କରିବା ଦାବିରେ ଶିକ୍ଷକମାନେ ଗାନ୍ଧିମାର୍ଗରେ ଲଣ୍ଡା ହୋଇଥିଲେ। ଏହାସହ ଶିକ୍ଷକମାନେ ନାଚଗୀତ ଜରିଆରେ ନିଜର ଦାବି ଉପସ୍ଥାପନ କରିଥିଲେ।

ସୂଚନାଯୋଗ୍ୟ, ଗତ ଏକ ସପ୍ତାହ ହେବ ଏସ୍‌ସି/ଏସ୍‌ଟି ଓ ଭିନ୍ନକ୍ଷମ ଗଣଶିକ୍ଷକମାନେ ସମୂହ ଛୁଟି ନେଇ ରାଜଧାନୀ ରାଜରାସ୍ତାରେ ଧାରଣା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story