ସାବିତ୍ରୀରେ ଜିତିଲା ସମ୍ପର୍କ, ହାରିଲା କରୋନା

ଆସିକା(ମନୋଜ ମୁନି ): ଆଜି ଥିଲା ସାବିତ୍ରୀ ଓଷା । ଅନ୍ୟ ସଦଭା ନାରୀଙ୍କ ଭଳି ସେମାନେ ବି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ରଖିଥିଲେ ସାବିତ୍ରୀ ବ୍ରତ। ଦିନଟିଏ ଉପବାସ ରହିବା ସହ ନୂଆ ଶାଢୀ ସାଙ୍ଗକୁ ହାତରେ ଚୁଡି ମଧ୍ୟ ପିନ୍ଧିଥିଲେ। ହେଲେ ପାଖରେ ସ୍ୱାମୀ ନଥିବାରୁ ସେମାନଙ୍କୁ ସଙ୍ଗରୋଧକୁ ଆସିବାକୁ ପଡ଼ିଥିଲା। ଆଉ ଦୂରରୁ ଥାଇ ସ୍ୱାମୀଙ୍କୁ ଜୁହାର ହୋଇ ଆଶୀର୍ବାଦ ନେଇ ଥିଲେ ପତ୍ନୀ। କରୋନା ପାଇଁ ସାମାଜିକ ଦୂରତାକୁ ସମ୍ମାନ […]

6789

6789

Tapas Behera
  • Published: Friday, 22 May 2020
  • Updated: 22 May 2020, 08:36 PM IST

Sports

Latest News

ଆସିକା(ମନୋଜ ମୁନି ): ଆଜି ଥିଲା ସାବିତ୍ରୀ ଓଷା । ଅନ୍ୟ ସଦଭା ନାରୀଙ୍କ ଭଳି ସେମାନେ ବି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ରଖିଥିଲେ ସାବିତ୍ରୀ ବ୍ରତ। ଦିନଟିଏ ଉପବାସ ରହିବା ସହ ନୂଆ ଶାଢୀ ସାଙ୍ଗକୁ ହାତରେ ଚୁଡି ମଧ୍ୟ ପିନ୍ଧିଥିଲେ। ହେଲେ ପାଖରେ ସ୍ୱାମୀ ନଥିବାରୁ ସେମାନଙ୍କୁ ସଙ୍ଗରୋଧକୁ ଆସିବାକୁ ପଡ଼ିଥିଲା। ଆଉ ଦୂରରୁ ଥାଇ ସ୍ୱାମୀଙ୍କୁ ଜୁହାର ହୋଇ ଆଶୀର୍ବାଦ ନେଇ ଥିଲେ ପତ୍ନୀ। କରୋନା ପାଇଁ ସାମାଜିକ ଦୂରତାକୁ ସମ୍ମାନ ଜଣାଇ ଏଭଳି ସାବିତ୍ରୀ ପାଳିଥିଲେ ୧୪ ଜଣ ମହିଳା।  ଏମିତି ଚିତ୍ର ଆସିକା ବ୍ଲକ ବରଗାଁ ପଂଚାୟତରେ ଦେଖିବାକୁ ମିଳିଥିଲା।

ସାଧାରଣତଃ ବାପ ଘରୁ ସାବିତ୍ରୀ ଭାର ଆସିଥାଏ। କିନ୍ତୁ ଏମାନଙ୍କ ସ୍ୱାମୀ ସଂଗରୋଧରେ ଥିବାରୁ ଏମାନଙ୍କ ପାଇଁ ଆସିନଥିଲା ବାପ ଘରୁ ପୂଜା ଭାର। ଏସବୁର ବନ୍ଦୋବସ୍ତ କରିଥିଲେ ସରପଞ୍ଚ। ପୂଜାର ସାମଗ୍ରୀ ଆଣିବା ସହ ଏ ପୂଜା ପାଇଁ ସ୍ୱତନ୍ତ୍ର ଭାବେ ଏକ ସ୍ଥାନକୁ ଭଲ ଭାବେ ସଜିତ କରାଯାଇଥିଲା। ପୂଜା ସ୍ଥାନରେ ସମଦୂରତାକୁ କଡ଼ାକଡ଼ି ଭାବେ ଧ୍ୟାନ ଦିଆଯାଇଥିଲା।

ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀ ରେ ପୂଜା ସମାପନ ହୋଇଥିଲା। ପୂଜାସାରି ମହିଳା ମାନେ ସ୍ୱାମୀଙ୍କୁ ୧ ମିଟର ଦୂରରୁ ପାଦସ୍ପର୍ଶ କରି ବ୍ରତ ପାଳନ କରିଥିଲେ। ଆଜି ଏହି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କରୋନା ମହାମାରୀ ପାଚେରୀ ହୋଇ ଠିଆ ହୋଇଥିଲେ ବି ଏମାନଙ୍କ ଥିବା ସମ୍ପର୍କର ସେତୁବନ୍ଧୁ ଯେ ଅତୁଟ ରହିଛି ତାହା  ତାହା ଆଜିର ଦୃଶ୍ୟରୁ ହିଁ ପ୍ରମାଣିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story