ଓଡ଼ିଶା ଛାତ୍ର କଂଗ୍ରେସକୁ ମିଳିଲା ନୂଆ ମୁଖିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଛାତ୍ର କଂଗ୍ରେସକୁ ମିଳିଳା ନୂଆ ମୁଖିଆ। ଏନଏସୟୁଆଇ(ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ ଇଣ୍ଡିଆ)ରେ ଓଡ଼ିଶା ଶାଖାରେ ନୂଆ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତି ମିଳିଛି।  AICC ସଭାପତିଙ୍କ ଅନୁମୋଦନକ୍ରମେ ନୱାଜଙ୍କ ନାମରେ ବାଜିଛି ମୋହର। ଓଡ଼ିଶା ସହ ମୁମ୍ବାଇ ଛାତ୍ର କଂଗ୍ରେସର ମଧ୍ୟ ସଭାପତି ନିଯୁକ୍ତ କରାଯାଇଛି। ପ୍ରଦ୍ୟୁମ୍ନ ଯାଦବ ମୁମ୍ବାଇ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ ହୋଇଛନ୍ତି।

nsui-1

Tapas Behera
  • Published: Sunday, 06 December 2020
  • , Updated: 06 December 2020, 08:11 PM IST

Related story