ଖାଇଦେଲେ ୨୧୦ କୋଟି ଟଙ୍କା: ମନ୍ତ୍ରୀ କହିଲେ ସପ୍ତାହକ ମଧ୍ୟରେ ଜମା କର, ନଚେତ୍‌ ସମ୍ପତ୍ତି ବାଜ୍ୟାପ୍ତି ହେବ

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସମବାୟ ବ୍ୟାଙ୍କ ଓ ସମବାୟ ସମିତିରେ ବ୍ୟାପକ ଅର୍ଥ ତୋଷାରପାତ ହୋଇଥିବା ଅଡିଟ୍ ରିପୋର୍ଟରେ ଜଣାପଡ଼ିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବ୍ୟକ୍ତି ବା ଅନୁଷ୍ଠାନ ଅର୍ଥ ତୋଷାରପାତ କରିଛନ୍ତି ସେମାନେ ସପ୍ତାହକ ମଧ୍ୟରେ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।&nbsp; ଯଦି ନିର୍ଦ୍ଦାରିତ ସମୟ ମଧ୍ୟରେ ଟଙ୍କା ଜମା ନ କରନ୍ତି ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।&nbsp; ଏପରିକି ସେମାନଙ୍କ ଦରମାରୁ ଟଙ୍କା ଆଦାୟ ସହ ଆବଶ୍ୟକ ପଡ଼ିଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ନିର୍ଦ୍ଦେଶ ରହିଛି।&nbsp; ଅଡିଟ୍ ରିପୋର୍ଟରେ ୧୨୬୭ଜଣଙ୍କ ଦ୍ୱାରା ୨୧୦କୋଟି ଟଙ୍କାର ତୋଷାରପାତ ହୋଇଥିବା ଜଣାପଡ଼ିଥିଲ॥</p>

Ordigital Desk
  • Published: Sunday, 24 December 2017
  • Updated: 24 December 2017, 08:14 AM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସମବାୟ ବ୍ୟାଙ୍କ ଓ ସମବାୟ ସମିତିରେ ବ୍ୟାପକ ଅର୍ଥ ତୋଷାରପାତ ହୋଇଥିବା ଅଡିଟ୍ ରିପୋର୍ଟରେ ଜଣାପଡ଼ିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବ୍ୟକ୍ତି ବା ଅନୁଷ୍ଠାନ ଅର୍ଥ ତୋଷାରପାତ କରିଛନ୍ତି ସେମାନେ ସପ୍ତାହକ ମଧ୍ୟରେ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।&nbsp; ଯଦି ନିର୍ଦ୍ଦାରିତ ସମୟ ମଧ୍ୟରେ ଟଙ୍କା ଜମା ନ କରନ୍ତି ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।&nbsp; ଏପରିକି ସେମାନଙ୍କ ଦରମାରୁ ଟଙ୍କା ଆଦାୟ ସହ ଆବଶ୍ୟକ ପଡ଼ିଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ନିର୍ଦ୍ଦେଶ ରହିଛି।&nbsp; ଅଡିଟ୍ ରିପୋର୍ଟରେ ୧୨୬୭ଜଣଙ୍କ ଦ୍ୱାରା ୨୧୦କୋଟି ଟଙ୍କାର ତୋଷାରପାତ ହୋଇଥିବା ଜଣାପଡ଼ିଥିଲ॥</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos