ସ୍କୁଲରେ ତାଲା ପକେଇ ଶିକ୍ଷକ କଲେ ଧର୍ମସଭା

ବାଲିଗୁଡ଼ା(ଅଜିତ ନାୟକ): ସ୍କୁଲ ଖୋଲା ରହିବା ସମୟରେ ଗେଟ୍‌ରେ ପଡ଼ିଥିଲା ତାଲା। ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍କୁଲରେ ଉପସ୍ଥିତ ନ ରହି ନିକଟରେ ଚାଲୁଥିବା ଏକ ଧର୍ମ ସଭାରେ ଭାଷଣ ଦେଉଥିଲେ।  ଫଳରେ ପାଠ ପଢ଼ିବାକୁ ଆସିଥିବା ପିଲାମାନେ ବାହାରେ ବୁଲିବାକୁ ବାଧ୍ୟ ହେଲେ। ମଧ୍ୟାହ୍ନ ଭୋଜନ ନ ପାଇ ପିଲାମାନେ ଘରକୁ ଫେରିଲେ। ଶିକ୍ଷା ବ୍ୟବସ୍ଥାର ଏପରି ନଗ୍ନ ଚିତ୍ର ଗତକାଲି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କେର୍କେବାଡ଼ିରେ ଦେଖିବାକୁ ମିଳିଛି । କେର୍କେବାଡ଼ି ସ୍କୁଲରେ […]

baliguda

baliguda

Niharika Rout
  • Published: Tuesday, 03 December 2019
  • Updated: 03 December 2019, 01:48 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ସ୍କୁଲ ଖୋଲା ରହିବା ସମୟରେ ଗେଟ୍‌ରେ ପଡ଼ିଥିଲା ତାଲା। ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍କୁଲରେ ଉପସ୍ଥିତ ନ ରହି ନିକଟରେ ଚାଲୁଥିବା ଏକ ଧର୍ମ ସଭାରେ ଭାଷଣ ଦେଉଥିଲେ।  ଫଳରେ ପାଠ ପଢ଼ିବାକୁ ଆସିଥିବା ପିଲାମାନେ ବାହାରେ ବୁଲିବାକୁ ବାଧ୍ୟ ହେଲେ। ମଧ୍ୟାହ୍ନ ଭୋଜନ ନ ପାଇ ପିଲାମାନେ ଘରକୁ ଫେରିଲେ। ଶିକ୍ଷା ବ୍ୟବସ୍ଥାର ଏପରି ନଗ୍ନ ଚିତ୍ର ଗତକାଲି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କେର୍କେବାଡ଼ିରେ ଦେଖିବାକୁ ମିଳିଛି ।

କେର୍କେବାଡ଼ି ସ୍କୁଲରେ ପ୍ରଥମରୁ ୫ମ ଯାଏ ପ୍ରାୟ ୪୨ ପିଲା ପାଠ ପଢ଼ୁଛନ୍ତି। ସେମାନଙ୍କ ନିମନ୍ତେ ଜଣେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମାଧବ ଦିଗାଳଙ୍କ ସମେତ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି। ହେଲେ ଗତକାଲି  ସ୍କୁଲ ଖୋଲା ଥିବା ସତ୍ତ୍ୱେ ଶିକ୍ଷକ ଜଣକ ଏକ ଧର୍ମସଭାରେ  ଯୋଗ ଦେବାକୁ ଚାଲିଯାଇଥିଲେ। ସ୍କୁଲ ଗେଟ୍‌ରେ ତାଲା ଦେଖି ଶିକ୍ଷୟିତ୍ରୀ ଜଣକ ମଧ୍ୟ ଗେଟ୍‌ ଭିତରକୁ ଯାଇ ପାରି  ନଥିଲେ। ଫଳରେ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।

ଶିକ୍ଷକଙ୍କର ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକେ ନା ପସନ୍ଦ କରିବା ସହ ଶିକ୍ଷକ ସ୍କୁଲ ଛୁଟି କରିଥିବା ଅଭିଯୋଗ କରିଛନ୍ତି ! ତେବେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ ଦିଗାଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗାଁ ଲୋକଙ୍କ ସମର୍ଥନ ପାଇ ସେ ସ୍କୁଲ ବନ୍ଦ କରିଥିବା କହିଛନ୍ତି । ଏଥିପାଇଁ ସେ ସିଆରସିସିଙ୍କ ଅନୁମତି ମଧ୍ୟ ଆଣିଥିବା କହିଛନ୍ତି । କିନ୍ତୁ ସିଆରସିସିଙ୍କୁ ପଚାରିବାରୁ ଏଭଳି କାର୍ଯ୍ୟକ୍ରମ ପାଇଁ ସେ କୌଣସି ଅନୁମତି ଦେଇନଥିବା କହିଛନ୍ତି ।  ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।  ନିର୍ଦ୍ଦେଶ ମୁତାବକ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ  ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସ୍କୁଲ ବନ୍ଦ କରି ଜଣେ ସ୍କୁଲ ଶିକ୍ଷକ ଧର୍ମସଭାରେ ଯୋଗଦେବା ନେଇ ଦାରିଙ୍ଗବାଡି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇନଥିଲେ । କିନ୍ତୁ ଏପରି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଆରସିସି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story