ମିନି ଟ୍ରକ୍ ଧକ୍କାରେ ଛାତ୍ର ମୃତ: ଟ୍ରକ୍‌ଟିକୁ ଲୋକେ ଜାଳିଦେଲେ

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଡ଼ବାଣିକିଲୋ ଗାଁରେ ମିନି ଟ୍ରକ୍ ଧକ୍କାରେ ଜଣେ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ସ୍କୃତିରଞ୍ଜନ ବେହେରା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍‌କୁ ଜାଳି ଦେଇଛନ୍ତି।  କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।