ଶିକ୍ଷକଙ୍କ ବଦଳିକୁ ବିରୋଧ, ସ୍କୁଲ ଗେଟ୍‌ରେ ତାଲା

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ଆମକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦିଆଯାଉ। ନୂଆ ଶିକ୍ଷକ ନିଯୁକ୍ତି କରାଯାଉ। ଏଭଳି କିଛି ନାରା ଦେଇ ସ୍କୁଲ ଫାଟକରେ ତାଲା ପକାଇଛନ୍ତି ଛାତ୍ରୀ। ଗେଟ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରୀ। ଶିକ୍ଷକ ବଦଳିକୁ ବିରୋଧ କରାଯାଇଛି। ସ୍କୁଲରୁ ଅଧିକ ସଂଖ୍ୟକ ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଗେଟ୍‌ରେ ତାଲା ପକାଇ ଫାଟକ ଆଗରେ ଛାତ୍ରୀ ଓ ଅଭିଭାବକ ଧାରଣା ଦେଇଛନ୍ତି। ସମ୍ବଲପୁରର ବହୁ ପୁରତନ ସ୍କୁଲ ଲେଡି ଲୁଇସ୍ ଗାର୍ଲସ ହାଇସ୍କୁଲ ଆଗରେ ଛାତ୍ରୀମାନେ […]

Student protest

Student protest

Madhupriya Mistry
  • Published: Thursday, 29 September 2022
  • Updated: 29 September 2022, 11:23 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ଆମକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦିଆଯାଉ। ନୂଆ ଶିକ୍ଷକ ନିଯୁକ୍ତି କରାଯାଉ। ଏଭଳି କିଛି ନାରା ଦେଇ ସ୍କୁଲ ଫାଟକରେ ତାଲା ପକାଇଛନ୍ତି ଛାତ୍ରୀ। ଗେଟ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରୀ। ଶିକ୍ଷକ ବଦଳିକୁ ବିରୋଧ କରାଯାଇଛି। ସ୍କୁଲରୁ ଅଧିକ ସଂଖ୍ୟକ ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଗେଟ୍‌ରେ ତାଲା ପକାଇ ଫାଟକ ଆଗରେ ଛାତ୍ରୀ ଓ ଅଭିଭାବକ ଧାରଣା ଦେଇଛନ୍ତି।

ସମ୍ବଲପୁରର ବହୁ ପୁରତନ ସ୍କୁଲ ଲେଡି ଲୁଇସ୍ ଗାର୍ଲସ ହାଇସ୍କୁଲ ଆଗରେ ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏକାଥରକେ ୧୦ ଜଣ ଶିକ୍ଷକଙ୍କ ବଦଳି ଯୋଗୁଁ ପାଠ ପଢ଼ା ପ୍ରଭାବିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ତାତିଛନ୍ତି ସ୍ଥାନୀୟଲୋକେ। ଆଗକୁ ବୋର୍ଡ ପରୀକ୍ଷା, ତେଣୁ ତୁରନ୍ତ ଶିକ୍ଷକ ବଦଳିକୁ ରୋକିବାକୁ ଦାବି କରାଯାଇଛି। ଏଥିସହ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଛାତ୍ରୀମାନେ ଦାବି ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story