ସ୍କୁଲ୍‌ ଭ୍ୟାନ୍‌ରେ ଲାଗିଗଲା ନିଆଁ

କେନ୍ଦୁଝର (ପ୍ରଣୟ ପାଣି): ସର୍ଟ ସର୍କିଟରୁ ଜଳିଗଲା ସ୍କୁଲ ଭ୍ୟାନ୍। ତେବେ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ-କରଞ୍ଜିଆ ରାସ୍ତାର ଧାନବେଣୀ ଛକ ନିକଟରେ ଆଜି ଘଟିଛି ଏ ଘଟଣା। ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ପାଟଣା ସରସ୍ୱତୀ ବିଦ୍ୟା ମନ୍ଦିରର ୧୧ ଜଣ ଛାତ୍ରଛାତ୍ରୀ ବଡ଼ବିଲ ଯାଉଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ପୂରା ଗାଡ଼ିକୁ ନିଜ କବଳକୁ ନେବା ପୂର୍ବରୁ ଛାତ୍ରଛାତ୍ରୀ ଓ ଡ୍ରାଇଭର ଏଥିରୁ ଓହ୍ଲାଇ ଯାଇଥିଲେ। ଦମକଳ […]

schoolvan

schoolvan

Jitendra Garnayak
  • Published: Tuesday, 19 March 2019
  • Updated: 19 March 2019, 03:35 PM IST

କେନ୍ଦୁଝର (ପ୍ରଣୟ ପାଣି): ସର୍ଟ ସର୍କିଟରୁ ଜଳିଗଲା ସ୍କୁଲ ଭ୍ୟାନ୍। ତେବେ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ-କରଞ୍ଜିଆ ରାସ୍ତାର ଧାନବେଣୀ ଛକ ନିକଟରେ ଆଜି ଘଟିଛି ଏ ଘଟଣା।

ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ପାଟଣା ସରସ୍ୱତୀ ବିଦ୍ୟା ମନ୍ଦିରର ୧୧ ଜଣ ଛାତ୍ରଛାତ୍ରୀ ବଡ଼ବିଲ ଯାଉଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ପୂରା ଗାଡ଼ିକୁ ନିଜ କବଳକୁ ନେବା ପୂର୍ବରୁ ଛାତ୍ରଛାତ୍ରୀ ଓ ଡ୍ରାଇଭର ଏଥିରୁ ଓହ୍ଲାଇ ଯାଇଥିଲେ।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story