ପୋଖରୀ ଭିତରେ ପଶିଗଲା ସ୍କୁଲ୍‌ ଭ୍ୟାନ୍‌

ଆନନ୍ଦପୁର (ମୁନା ସିଂହ): ଏକ ସ୍କୁଲ୍‌ ଭ୍ୟାନ୍ ପୋଖରୀ ଭିତରେ ଖସି ପଡ଼ିବାରୁ ଦୁଇ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅଞ୍ଚଳରେ। ଆଜି ସକାଳ ପ୍ରାୟ ୭ଟା ବେଳେ ଏକ ଘରୋଇ ସ୍କୁଲ୍‌ର ଦଶ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶି ଯାଇଥିଲା। ଜମ୍ଭୀର ନିକଟରେ ଥିବା ଏକ ପୋଖରୀରେ ଏହି ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ ପିଲାମାନଙ୍କର […]

schoolvan

schoolvan

Jitendra Garnayak
  • Published: Wednesday, 06 March 2019
  • Updated: 06 March 2019, 11:26 AM IST

Sports

Latest News

ଆନନ୍ଦପୁର (ମୁନା ସିଂହ): ଏକ ସ୍କୁଲ୍‌ ଭ୍ୟାନ୍ ପୋଖରୀ ଭିତରେ ଖସି ପଡ଼ିବାରୁ ଦୁଇ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅଞ୍ଚଳରେ।

ଆଜି ସକାଳ ପ୍ରାୟ ୭ଟା ବେଳେ ଏକ ଘରୋଇ ସ୍କୁଲ୍‌ର ଦଶ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶି ଯାଇଥିଲା। ଜମ୍ଭୀର ନିକଟରେ ଥିବା ଏକ ପୋଖରୀରେ ଏହି ଦୁର୍ଘଟଣା ଘଟିଥିଲା।

ସୌଭାଗ୍ୟବଶତଃ ଏଥିରେ ପିଲାମାନଙ୍କର ବିଶେଷ କିଛି କ୍ଷତି ହୋଇନି। କେବଳ ଦୁଇ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ହାଟଡ଼ିହି ଡାକ୍ତରଖାନାରେ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story