ସ୍ମାର୍ଟ କ୍ଲାସ୍‌ ରୁମ୍‌ରୁ ଖସିଲା ସିଲିଂ, ୪ ଛାତ୍ର ଆହତ

ବାରିପଦା (ମାନିକ୍ ଲାଲ୍ ପାଣି): ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଛାତରୁ ସିଲିଂ ଖସି ୪ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଫାଟିଛି। ରାଜ୍ୟ ସରକାର ଫାଇଭ-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମାର୍ଟ କ୍ଲାସ୍‌ ରୁମ୍ ତିଆରି କରୁଥିବା ବେଳେ ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଳକ୍‌ର ବାକରତଳା ହାଇସ୍କୁଲ୍‌ରେ। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ […]

Smart Classroom

Smart Classroom

Jitendra Garnayak
  • Published: Monday, 14 March 2022
  • Updated: 14 March 2022, 08:39 PM IST

Sports

Latest News

ବାରିପଦା (ମାନିକ୍ ଲାଲ୍ ପାଣି): ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଛାତରୁ ସିଲିଂ ଖସି ୪ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଫାଟିଛି। ରାଜ୍ୟ ସରକାର ଫାଇଭ-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମାର୍ଟ କ୍ଲାସ୍‌ ରୁମ୍ ତିଆରି କରୁଥିବା ବେଳେ ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଳକ୍‌ର ବାକରତଳା ହାଇସ୍କୁଲ୍‌ରେ। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ଆଜି ଦିନ ପ୍ରାୟ ୧୨ଟା ବେଳେ ଏହି ସ୍କୁଲ୍‌ର ଦଶମ ଶ୍ରେଣୀରେ ଗଣିତ ପଢ଼ା ଯାଉଥିବା ବେଳେ ହଠାତ୍ ଛାତରୁ ସିଲିଂ ଖସିଥିଲା। ଫଳରେ ୪ ଜଣ ଛାତ୍ର ଆହତ ହୋଇଥିଲେ। ଶିକ୍ଷକମାନେ ଆମ୍ବୁଲାନ୍ସରେ ସେମାନଙ୍କୁ ନିକଟସ୍ଥ ତାଟୋ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସିଲିଂ ଖସିବା ନେଇ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀ ନବ କିଶୋର ଗିରିଙ୍କୁ ରିପୋର୍ଟ ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଘଟଣା ସଂପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି। ଜିଲ୍ଲାପାଳ ଆହତ ଛାତ୍ରମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ସେ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story