୨୪ ଘଣ୍ଟା ଭିତରେ ୫୦୦ କୋଟି ସହାୟତା ମିିଳିବା ନ୍ୟୁ ଇଣ୍ଡିଆ ଗଠନର କାର୍ଯ୍ୟଶୈଳୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିକୁ ୪୮ଘଣ୍ଟା ମଧ୍ୟରେ ଆକଳନ କରି ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିବା ଓ ଏହାକୁ ୨୪ଘଣ୍ଟା ସୁଦ୍ଧା ପ୍ରଦାନ କରିବା ହିଁ ନ୍ୟୁ ଇଣ୍ଡିଆ ଗଠନର କାର୍ଯ୍ୟଶୈଳୀ ବୋଲି ବିଜେପି କହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ବେଗ ଓ ଦକ୍ଷତାର ପ୍ରମାଣ ବୋଲି କହିବା ସହ ଏଥିପାଇଁ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ବିଜେପି ସଭାପତି […]

samir-mohanty

samir-mohanty

Manoranjan Sial
  • Published: Saturday, 23 May 2020
  • Updated: 23 May 2020, 10:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିକୁ ୪୮ଘଣ୍ଟା ମଧ୍ୟରେ ଆକଳନ କରି ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିବା ଓ ଏହାକୁ ୨୪ଘଣ୍ଟା ସୁଦ୍ଧା ପ୍ରଦାନ କରିବା ହିଁ ନ୍ୟୁ ଇଣ୍ଡିଆ ଗଠନର କାର୍ଯ୍ୟଶୈଳୀ ବୋଲି ବିଜେପି କହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ବେଗ ଓ ଦକ୍ଷତାର ପ୍ରମାଣ ବୋଲି କହିବା ସହ ଏଥିପାଇଁ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ, ରାଜ୍ୟରେ ‘ଅମ୍ଫାନ’ ବାତ୍ୟା କ୍ଷୟକ୍ଷତି କରିବାର ୪୮ ଘଂଟା ନପୁରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୟଂ ନିଜେ ଓଡ଼ିଶା ଆସି ରାଜ୍ୟବାସୀଙ୍କ ଦୁଃଖ ସହିତ ଠିଆ ହେଲେ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟର ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ନିଜେ ବ୍ୟକ୍ତିଗତ ଭାବେ ଦୀର୍ଘ ୨ ଘଂଟା କାଳ ବାତ୍ୟା ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ଟିକିନିଖି ଦେଖିଲେ। ରାଜ୍ୟ ସରକାରଙ୍କ ସହ ଦୀର୍ଘ ୧ ଘଂଟା କାଳ ବାତ୍ୟା ପରିସ୍ଥିତିର ସମୀକ୍ଷା କଲେ। ବାତ୍ୟା ପ୍ରଭାବିତଙ୍କ କ୍ଷୟକ୍ଷତିକୁ ଅନୁଭବ କରି ବୈଠକ ପରେ ତୁରନ୍ତ ୫୦୦ କୋଟି ଟଙ୍କାର ଅଗ୍ରୀମ ଆର୍ôଥକ ସହାୟତା ଘୋଷଣା କରି ଦିଲ୍ଲୀ ପ୍ରତ୍ୟାବର୍ତନ କଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଂଟା ନପୁରୁଣୁ ଅଗ୍ରୀମ ୫୦୦ କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଆସିଯାଇଛିା

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଧାନ ସେବକର ଦାୟିତ୍ୱକୁ ଯଥାର୍ଥରେ ନିର୍ବାହ କରୁଛନ୍ତି ଏବଂ ଏହା ହିଁ ନ୍ୟୁ-ଇଣ୍ଡିଆ ଗଠନର କାର୍ଯ୍ୟଶୈଳୀ। ଏଭଳି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗର ହାତ ବଢାଇଥିବା ଓ ଓଡ଼ିଶାକୁ ଅତ୍ୟନ୍ତ ଭଲ ପାଉଥିବାରୁ ଶ୍ରୀ ମହାନ୍ତି କୃତଜ୍ଞତା ଜଣାଇଛନ୍ତି। ଏହାସହିତ ରାଜ୍ୟ ସରକାର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ଓ ଯଥାଶୀଘ୍ର କ୍ଷୟକ୍ଷତିର ସଠିକ ଆକଳନ କରି କେନ୍ଦ୍ରକୁ ପଠାଇବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story