ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଆତ୍ମସମର୍ପଣ

ରାଉରକେଲା:ସିସୋର କମ୍ପାନି ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଆତ୍ମସମର୍ପଣ ରାଉରକେଲା SDJMଙ୍କ କୋର୍ଟ ନିକଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲା ରହିଛି

୨୦୧୩ ମସିହାରେ ରାଉରକେଲାର କୈଳାସ ଲେଙ୍କା ନାମକ ଏକ ବ୍ୟବସାୟୀଙ୍କଠାରୁ ପ୍ରଶାନ୍ତ ୭୫ ଲକ୍ଷ ଟଙ୍କା ନେଇ ଫେରାଇ ନଥିଲେ ଏହି ମାମଲାରେ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।