ହାତୀ ସହ ସେଲ୍‌ଫି ନେବା ପାଇଁ ପ୍ରତିଯୋଗିତା!

ବାରିପଦା (ମାନିକ ଲାଲ୍ ପାଣି): ହାତୀ ସହ ସେଲଫି ନେବାକୁ ପ୍ରତିଯୋଗିତା। ତେବେ ସେଲଫି ନେବା ବାହାନାରେ ମୃତ୍ୟୁକୁ ବରଣ କରୁଥିବା ଦେଖିବାକୁ ମିଳିଛି। ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ନଡପୁର ଗାଁ ପାଖ ଜଙ୍ଗଲରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ କିଛି ଯୁବକ ହାତୀ ଯିବା ବାଟରେ ସେମାନଙ୍କ ସହ ସେଲଫି ନେବା ପାଇଁ ଦୌଡ଼ୁଛନ୍ତି। ଏହାର ଭିଡିଓ ଭାଇରାଲ୍ ହୋଇଛି। ଗତ ମାସ ଝାଡ଼ଖଣ୍ଡ ଅଞ୍ଚଳର ୪୨ ଟିକିଆ ହାତୀ ପଲ ଏହି […]

baripada

baripada

Ranjit Kumar Jena
  • Published: Friday, 04 December 2020
  • Updated: 04 December 2020, 05:51 PM IST

Sports

Latest News

ବାରିପଦା (ମାନିକ ଲାଲ୍ ପାଣି): ହାତୀ ସହ ସେଲଫି ନେବାକୁ ପ୍ରତିଯୋଗିତା। ତେବେ ସେଲଫି ନେବା ବାହାନାରେ ମୃତ୍ୟୁକୁ ବରଣ କରୁଥିବା ଦେଖିବାକୁ ମିଳିଛି। ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ନଡପୁର ଗାଁ ପାଖ ଜଙ୍ଗଲରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ କିଛି ଯୁବକ ହାତୀ ଯିବା ବାଟରେ ସେମାନଙ୍କ ସହ ସେଲଫି ନେବା ପାଇଁ ଦୌଡ଼ୁଛନ୍ତି। ଏହାର ଭିଡିଓ ଭାଇରାଲ୍ ହୋଇଛି।

ଗତ ମାସ ଝାଡ଼ଖଣ୍ଡ ଅଞ୍ଚଳର ୪୨ ଟିକିଆ ହାତୀ ପଲ ଏହି ବାଟ ଦେଇ ବାଲେଶ୍ଵର ନିଳଗିରି ଆଡ଼କୁ ଯାଇଥିଲେ। ପୁଣି ହାତୀପଲ ଏହି ବାଟ ଦେଇ ଫେରିବା ସମୟରେ ହାତୀ ଦେଖିବା ବାହାନାରେ କିଛି ଯୁବକ ହାତୀ ସହ ସେଲଫି ନେବାକୁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଭାଇରାଲ୍ ହୋଇଛି।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ମାନେ ହାତୀକୁ ଚିଡ଼ାଇବା ସହ ନିଜ ଆଡ଼କୁ ବିପଦକୁ ଡାକି ଆଣୁଛନ୍ତି। ହାତୀ ତା' ବାଟରେ ଯାଉଥିବା ବେଳେ ସେମାନଙ୍କୁ ହଇରାଣ କରି ତାଙ୍କ ରାସ୍ତା ବଦଳାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି ଯୁବକମାନେ। ଭିଡିଓ ବାର୍ତ୍ତାଳାପରୁ ଜଣାପଡୁଛି ଯେ ଯୁବକମାନେ ହାତୀକୁ ଜାଣିଶୁଣି ସେମାନଙ୍କ ଅଲଗା ରାସ୍ତାକୁ ନେଉଛନ୍ତି।

ଏହିପରି ଅନେକ ସ୍ଥାନରେ ହାତୀ ଚିଡ଼ି ଯାଇ ଜନବସତି ଆଡ଼କୁ ମାଡ଼ି ଯାଉଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାତୀଙ୍କୁ ବନ ବିଭାଗ ହେଉ କିମ୍ବା ଯେ କେହି ବି ଗୋଡ଼ାଇ ପାରିବେ ନାହିଁ। ତେବେ ସଚେତନତା ଅଭାବରୁ ଯୁବକମାନେ ବିଭିନ୍ନ ସମୟରେ ଏଭଳି ବିପଦକୁ ଡାକି ଆଣୁଥିବା ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story