କଟକ ଆସିବେ ଜଗା-କାଳିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲ୍‌ ଆସିବେ ଜଗା ଓ କାଳିଆ। ଦିଲ୍ଲୀ ଏମ୍‌ସରୁ କଟକ ସ୍ଥାନାନ୍ତର ପାଇଁ ହୋଇଛି ନିଷ୍ପତ୍ତି। ଖୁବ୍‌ ଶୀଘ୍ର ସ୍ଥାନାନ୍ତରିତ ହେବ ବୋଲି କହିଲେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଜଗା ଓ କାଳିଆଙ୍କୁ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର ପାଇଁ ଯୋଜନା ଥିଲା। ମାତ୍ର କର୍ତ୍ତୃପକ୍ଷ ଜଗା ଓ କାଳିଆଙ୍କୁ ରଖିବାକୁ ରାଜି ନୁହଁନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସେଥିପାଇଁ କଟକ ଏସ୍‌ସିବି ନିଆଯିବ। ଦୀର୍ଘ ୨ ବର୍ଷ […]

p-11-1

p-11-1

Tapas Behera
  • Published: Friday, 02 August 2019
  • Updated: 02 August 2019, 07:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲ୍‌ ଆସିବେ ଜଗା ଓ କାଳିଆ। ଦିଲ୍ଲୀ ଏମ୍‌ସରୁ କଟକ ସ୍ଥାନାନ୍ତର ପାଇଁ ହୋଇଛି ନିଷ୍ପତ୍ତି। ଖୁବ୍‌ ଶୀଘ୍ର ସ୍ଥାନାନ୍ତରିତ ହେବ ବୋଲି କହିଲେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

ଜଗା ଓ କାଳିଆଙ୍କୁ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର ପାଇଁ ଯୋଜନା ଥିଲା। ମାତ୍ର କର୍ତ୍ତୃପକ୍ଷ ଜଗା ଓ କାଳିଆଙ୍କୁ ରଖିବାକୁ ରାଜି ନୁହଁନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସେଥିପାଇଁ କଟକ ଏସ୍‌ସିବି ନିଆଯିବ।

ଦୀର୍ଘ ୨ ବର୍ଷ ହେଲା ଦିଲ୍ଲୀ ଏମ୍‌ସରେ ଅଛନ୍ତି ଜଗା ଓ କାଳିଆ। ଦିଲ୍ଲୀରୁ ଭୁବନେଶଶ୍ୱର ଆସିବାକୁ ଉଚ୍ଛନ୍ନ ହେଉଛନ୍ତି ଜଗା ଓ କାଳିଆଙ୍କ ବାପା ମା। କିଛି ଦିନ ତଳେ ଜଗା ଓ କାଳିଆଙ୍କ ବାପା ଭୂୟାଁ କହଁର  କହିଥିଲେ ଯେ, ଜଗା ସୁସ୍ଥ ହୋଇଗଲାଣି। ଡାକ୍ତରଙ୍କ କହିବା ଅନୁଯାୟୀ, କାଳିଆକୁ ସୁସ୍ଥ ହେବା ପାଇଁ ସମୟ ଲାଗିବ।  ତେଣୁ ତାକୁ ଓଡ଼ିଶା ନେଇଯିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ହେଲେ ରାଜ୍ୟ ସରକାର ଆମକୁ (ଓଡ଼ିଶା) ନେବାର ନାଁ ଧରୁନାହାନ୍ତି। ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story