ସେପ୍ଟେମ୍ୱର ୬ରେ ହେବ ଓଜେଏସ୍ ପ୍ରିଲିମ୍

ଭୁବନେଶ୍ୱର: ଆସନ୍ତା ମାସ ୬ ତାରିଖରେ ଓଡ଼ିଶା ଜୁଡ଼ିସିଆଲ୍ ସର୍ଭିସର ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓପିଏସସି ଏହି ପରୀକ୍ଷା କରିବ। ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓପିଏସି ଦାଖଲ କରିଥିବା ଆବେଦନ ପ୍ରତ୍ୟାହାର କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ୨୦୧୫ ଓଜେଏସ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦର୍ଶାଇ ଏକାଧିକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରୀକ୍ଷାକୁ ରଦ୍ଦ କରିବା ସହ ପୁନର୍ବାର କରାଇବାକୁ  ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ […]

OrissaHighCourt

OrissaHighCourt

Rakesh Mallick
  • Published: Friday, 21 August 2015
  • Updated: 21 August 2015, 09:53 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ମାସ ୬ ତାରିଖରେ ଓଡ଼ିଶା ଜୁଡ଼ିସିଆଲ୍ ସର୍ଭିସର ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓପିଏସସି ଏହି ପରୀକ୍ଷା କରିବ। ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓପିଏସି ଦାଖଲ କରିଥିବା ଆବେଦନ ପ୍ରତ୍ୟାହାର କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ୨୦୧୫ ଓଜେଏସ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦର୍ଶାଇ ଏକାଧିକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରୀକ୍ଷାକୁ ରଦ୍ଦ କରିବା ସହ ପୁନର୍ବାର କରାଇବାକୁ  ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏକ ସୂଚୀ ଜାରି କରିଥିଲେ। ଜଣିକିଆ ଖଣ୍ଡପୀଠଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଓପିଏସି ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏଚ୍ ୱାଘେଲା ଏବଂ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ। ପୂର୍ବରୁ ପ୍ରଶ୍ନପତ୍ର ତୃଟି ଥିବା ନେଇ ଏହି ପରୀକ୍ଷାକୁ ରଦ୍ଦ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story