ସିରିଜ୍‌ ଦୁର୍ଘଟଣା,୧୦ରୁ ଅଧିକ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡିଲା କାର

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧା ସହରରେ ସିରିଜ ଦୁର୍ଘଟଣା ଘଟିଛି । ୧୦ରୁ ଅଧିକ ଗାଡ଼ିକୁ ଧକ୍କା ଦେବା ପରେ ଶେଷରେ ଗୁରୁଜଙ୍ଗ ରାସ୍ତାର ଏକ ବିଲରେ ଓଲଟି ପଡିଥିଲା କାର। ଉକ୍ତ କାରରେ ଥିବା ୩ ଜଣ ଯୁବକ ଓ ଜଣେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ୪ ଜଣଙ୍କୁ ଉଦ୍ଧାର କରିଛି ଟାଉନ ପୁଲିସ। ସିରିଜ୍‌ ଦୁର୍ଘଟଣାରେ ଆହତମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣାରେ ଜଣେ କାଉଡିଆ ମଧ୍ୟ ଆହତ ହୋଇଛନ୍ତି।

s-1

Tapas Behera
  • Published: Saturday, 27 July 2019
  • , Updated: 27 July 2019, 07:35 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧା ସହରରେ ସିରିଜ ଦୁର୍ଘଟଣା ଘଟିଛି । ୧୦ରୁ ଅଧିକ ଗାଡ଼ିକୁ ଧକ୍କା ଦେବା ପରେ ଶେଷରେ ଗୁରୁଜଙ୍ଗ ରାସ୍ତାର ଏକ ବିଲରେ ଓଲଟି ପଡିଥିଲା କାର।

ଉକ୍ତ କାରରେ ଥିବା ୩ ଜଣ ଯୁବକ ଓ ଜଣେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ୪ ଜଣଙ୍କୁ ଉଦ୍ଧାର କରିଛି ଟାଉନ ପୁଲିସ। ସିରିଜ୍‌ ଦୁର୍ଘଟଣାରେ ଆହତମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣାରେ ଜଣେ କାଉଡିଆ ମଧ୍ୟ ଆହତ ହୋଇଛନ୍ତି।

Related story