ମିଳିଲାନି ଅକ୍ସିଜେନ, ୨ ଘଣ୍ଟା ଛଟପଟ ହୋଇ ଆଖି ବୁଜିଲେ ରୋଗୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଣି ଥରେ ପଦାକୁ ଆସିଲା ଗଞ୍ଜାମ ଜିଲ୍ଲା କୋଭିଡ ମେଡିକାଲର ଅବ୍ୟବସ୍ଥା।  ପିପିଇ କିଟ୍ ନଥିବାରୁ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ରୋଗୀଙ୍କୁ ଦିଆଗଲାନି ଅକ୍ସିଜେନ୍ ।  ଫଳରେ ଦୀର୍ଘ ଦୁଇ ଘଣ୍ଟା କାଳ  ଛଟପଟ ହୋଇ ରୋଗୀର ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗଞ୍ଜାମ ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥାର ଏପରି ଏକ ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି । ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓ ପ୍ୟାଥିକ କଲେଜ […]

berhampur

berhampur

Niharika Rout
  • Published: Friday, 31 July 2020
  • Updated: 31 July 2020, 02:08 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଣି ଥରେ ପଦାକୁ ଆସିଲା ଗଞ୍ଜାମ ଜିଲ୍ଲା କୋଭିଡ ମେଡିକାଲର ଅବ୍ୟବସ୍ଥା।  ପିପିଇ କିଟ୍ ନଥିବାରୁ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ରୋଗୀଙ୍କୁ ଦିଆଗଲାନି ଅକ୍ସିଜେନ୍ ।  ଫଳରେ ଦୀର୍ଘ ଦୁଇ ଘଣ୍ଟା କାଳ  ଛଟପଟ ହୋଇ ରୋଗୀର ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗଞ୍ଜାମ ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥାର ଏପରି ଏକ ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି ।

ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓ ପ୍ୟାଥିକ କଲେଜ କୋଭିଡ କେୟାର ହସପିଟାଲର ଇଞ୍ଜିନିୟରିଂ ସ୍କୁଲ ରାଜୀବ ନଗର ଅଞ୍ଚଳର ଅବସରପ୍ରାପ୍ତ ବିଡିଏ କର୍ମଚାରୀ ପଙ୍କଜ ବେହେରା ଦୁଇ ଦିନ ହେଲା ଜ୍ୱରରେ ପୀଡିତ ଥିଲେ । ତାଙ୍କ ପୁଅ କିଶୋର ଡାକ୍ତରଙ୍କ ପରାମର୍ଶ ନେବାକୁ ଆଜି ସିଟି ହସପିଟାଲ ଫିଭର କ୍ଲିନିକକୁ ଆଣିଥିଲେ । ସେଠାରେ କୋଭିଡ ଟେଷ୍ଟ କରିବା ପରେ ପଙ୍କଜଙ୍କ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଅକ୍ସିଜେନ୍ ଦେବା ପାଇଁ ଡାକ୍ତର ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ନେବାକୁ କିଶୋରଙ୍କୁ କହିଥିଲେ । ସେଠାକୁ ନେବା ପରେ ଆରମ୍ଭ ହୋଇଥିଲା ଅବ୍ୟବସ୍ଥା ।

ସେଠାରେ ଡାକ୍ତର ନଥିବା ବେଳେ ନର୍ସ, ଆଣ୍ଟେଣ୍ଟାଣ୍ଟ କେହି  ରୋଗୀ ପାଖକୁ ଆସିନଥିଲେ ।   ରୋଗୀ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ବେଳେ ନା ଷ୍ଟ୍ରେଚର ଅଣାଗଲା ନା ଅକ୍ସିଜେନ ଦିଆଗଲା । ଚାଲି ଚାଲି ରୋଗୀ ଜଣଙ୍କ ତଳ ମହଲାରୁ ଉପର ମହଲାକୁ ଯାଇଥିଲେ ସେଠାକୁ ନେବା ପରେ କର୍ମଚାରୀ କହିଲେ ଏଠାରେ ପିପିଇ କିଟ୍ ନାହିଁ, ଟ୍ରିଟମେଣ୍ଟ ହୋଇପାରିବ ନାହିଁ । ରୋଗୀଙ୍କ ପରିବାରକୁ ପିପିଇ କିଟ୍ ଆଣିବାକୁ କହିଥିଲେ । ପିପିଇ କିଟ୍ ଆଣି ଦେବା ପରେ ବି କେହି ରୋଗୀଙ୍କୁ ଛୁଇଁନଥିଲେ । ଏଭଳିକି ପରିବାର ଲୋକଙ୍କୁ କୁହାଯାଇଥିଲା ନିଜେ ଅକ୍ସିଜେନ୍ ଦେବାକୁ । ଏମିତି ଭାବେ ଡାକ୍ତର ଆସିଲା ବେଳକୁ ଦୀର୍ଘ ଦୁଇ ଘଣ୍ଟା ରୋଗୀ ପଡ଼ି ପଡ଼ି ଜୀବନ ଚାଲିଯାଇଥିବା କହିଛନ୍ତି ପରିବାରବର୍ଗ ।

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମସ୍ତ କୋଭିଡ କେୟାର ହସପିଟାଲରେ ପିପିଇ କିଟ୍ ସହ ସମସ୍ତ ସୁବିଧା ରହୁଥିବା କହୁଥିବା ବେଳେ ଏଠାରେ ସାମାନ୍ୟ ପିପିଇ କିଟ୍ ମିଳୁନଥିବା ଓ ରୋଗୀଙ୍କୁ ଦେଖିବାକୁ ଡାକ୍ତର, ଆଟେଣ୍ଡାଣ୍ଟ ଓ ନର୍ସଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story