ରଥଯାତ୍ରା ସମନ୍ୱୟ କମିଟି ବୈଠକକୁ ବର୍ଜନ କଲେ ସେବାୟତ

ପୁରୀ: ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକକୁ ସେବାୟତମାନେ ବର୍ଜନ କରିଛନ୍ତି।  ବୈଠକ ପୂର୍ବରୁ ଆଜି ପୁରୀରେ ସେବାୟତମାନେ ମେଳି ବାନ୍ଧି ଶୋଭାଯାତ୍ରାରେ ଯାଇ ଆଇନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଅଧିକୃତ ଓ ଅନଧିକୃତ ସେବା ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସେମାନେ ଆଇନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି। ସେବାୟତଙ୍କ ଏଭଳି ମେଳି ପରେ ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଶୃଙ୍ଖଳିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

puri

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 02:25 PM IST

ପୁରୀ: ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକକୁ ସେବାୟତମାନେ ବର୍ଜନ କରିଛନ୍ତି।  ବୈଠକ ପୂର୍ବରୁ ଆଜି ପୁରୀରେ ସେବାୟତମାନେ ମେଳି ବାନ୍ଧି ଶୋଭାଯାତ୍ରାରେ ଯାଇ ଆଇନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ଅଧିକୃତ ଓ ଅନଧିକୃତ ସେବା ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସେମାନେ ଆଇନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି। ସେବାୟତଙ୍କ ଏଭଳି ମେଳି ପରେ ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଶୃଙ୍ଖଳିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Related story