ବାଡ଼ିରେ ବୁଲୁଥିଲା ଅଜଗର

ନୂଆପଡ଼ା( ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା କୋମନା କଲେଜ ରୋଡ୍‌ରେ ଥିବା ମାୟାଧର ପ୍ରଧାନଙ୍କ ବାଡ଼ିରୁ ଏକ ଅଜର ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପ୍ରାୟ ୭ ଫୁଟ୍ ହେବ। ଅଜଗରକୁ ଉଦ୍ଧାର କରାଯିବା ପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଏହାକୁ ଅନୁପଗଡ଼ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

snake2

Jitendra Garnayak
  • Published: Friday, 05 October 2018
  • , Updated: 05 October 2018, 02:30 PM IST

ନୂଆପଡ଼ା( ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା କୋମନା କଲେଜ ରୋଡ୍‌ରେ ଥିବା ମାୟାଧର ପ୍ରଧାନଙ୍କ ବାଡ଼ିରୁ ଏକ ଅଜର ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପ୍ରାୟ ୭ ଫୁଟ୍ ହେବ।

ଅଜଗରକୁ ଉଦ୍ଧାର କରାଯିବା ପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଏହାକୁ ଅନୁପଗଡ଼ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Related story