କରୋନା ବେଳେ ୭ କିନ୍ନରଙ୍କ ମୁହଁରେ ହସ ଫୁଟାଇଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ

ରାଉରକେଲା(ପୱନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ କରି ରାଉରକେଲା ସହରର ଓ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କୋଭିଡ୍‌ ହସ୍‌ପିଟାଲ ଓ କୋଭିଡ୍‌ କେୟାର କେନ୍ଦ୍ରର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ଦିନରେ ସହରର ବିଭିନ୍ନ ସ୍ଥାନରେ ୨୦ଟି ନୂତନ କୋଭିଡ୍‌ କେୟାର କେନ୍ଦ୍ର ଖୋଲିବାକୁ ଯାଉଛି ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ କହିଛନ୍ତି। ଏହି କ୍ରମରେ ରାଉରକେଲା ସହରରେ […]

790

790

Tapas Behera
  • Published: Sunday, 19 July 2020
  • Updated: 19 July 2020, 10:29 PM IST

Sports

Latest News

ରାଉରକେଲା(ପୱନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ କରି ରାଉରକେଲା ସହରର ଓ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କୋଭିଡ୍‌ ହସ୍‌ପିଟାଲ ଓ କୋଭିଡ୍‌ କେୟାର କେନ୍ଦ୍ରର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ଦିନରେ ସହରର ବିଭିନ୍ନ ସ୍ଥାନରେ ୨୦ଟି ନୂତନ କୋଭିଡ୍‌ କେୟାର କେନ୍ଦ୍ର ଖୋଲିବାକୁ ଯାଉଛି ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ କହିଛନ୍ତି। ଏହି କ୍ରମରେ ରାଉରକେଲା ସହରରେ ଥିବା ବିଭିନ୍ନ କୋଭିଡ-୧୯ ସମ୍ପର୍କୀତ କାର୍ଯ୍ୟରେ ୭ଜଣ ତୃତୀୟଲିଙ୍ଗୀଙ୍କୁ ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଗତ କିଛିମାସ ଧରି ଲକ୍‌ଡାଉନ ଓ ଶଟ୍‌ଡାଉନ ଆଦି ସମସ୍ୟା ଯୋଗୁଁ ତୃତୀୟଲିଙ୍ଗୀମାନେ ଜୀବନ ଜୀବିକା ସମସ୍ୟା ଥିବାକୁ ନେଇ ସୁନ୍ଦରଗଡ଼ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସେମାନଙ୍କୁ କୌଣସି ପ୍ରକାର ନିଯୁକ୍ତି ଦେବା ନିମନ୍ତେ ପ୍ରଶାସନକୁ ଅନୁରୋଧ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା କୋଭିଡ ପରିଚାଳନା ବ୍ୟବସ୍ଥାର ଅଧ୍ୟକ୍ଷ ନିଖିଲ ପୱନ କଲ୍ୟାଣଙ୍କ ପରାମର୍ଶ କ୍ରମେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ୭ଜଣ ତୃତୀୟଲିଙ୍ଗୀ ବା କିନ୍ନରଙ୍କୁ ନିଯୁକ୍ତି ଦେଇଛନ୍ତି। ସହରର ଛେଣ୍ଡ, ବାଗବୁଡ଼ିରେ ଥିବା କୋଭିଡ୍-୧୯ ପଞ୍ଜୀକରଣ କେନ୍ଦ୍ରରେ ୨ଜଣ ଓ ବିପିୟୁଟି ପରିସରରେ ଥିବା କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଜଣଙ୍କୁ ନିଯୁକ୍ତି ମିଳିଛି। ଏହି ୭ଜଣଙ୍କୁ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ବେତନ ପ୍ରଦାନ କରାଯିବ ଓ ଏ ସମସ୍ତଙ୍କ ନିଯୁକ୍ତି ଆଉଟସୋର୍ସିଂ ବ୍ୟବସ୍ଥାରେ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବାର ୨ ଦିନ ମଧ୍ୟରେ ୭ଜଣଙ୍କୁ ନିଯୁକ୍ତି ଦିଆଯିବା ଏକ ସକାରାତ୍ମକ ପଦକ୍ଷେପ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଏଥିପାଇଁ କିନ୍ନର ସଂଘର ଅଧ୍ୟକ୍ଷ ଜୋୟା ତ୍ରିପାଠୀ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story