ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ: ୪ ଗିରଫ, ୩ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ୍ ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଏହି ଘଟଣାରେ ପୋଲିସ୍ ମାଲିକ ସହ ୪ଜଣଙ୍କୁ ଗିରଫ କରି଼ ଥିବାବେଳେ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ସମସ୍ତ ଯୁବତୀ ପଶ୍ଚିମବଙ୍ଗର ହୋଇଥିବା ବେଳେ ଗ୍ରାହକମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି। ଏକ ଭଡ଼ା ଘରେ ମସାଜ୍ ନାଁରେ ଏହି ସେକ୍ସ ରାକେଟ ଚାଲିଥିଲା। ପ୍ରାୟ ମାସେ ହେଲା ଏଠାରେ ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଗତକାଲି ବିଳମ୍ବିତ ରାତିରେ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 07:34 AM IST

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ୍ ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଏହି ଘଟଣାରେ ପୋଲିସ୍ ମାଲିକ ସହ ୪ଜଣଙ୍କୁ ଗିରଫ କରି଼ ଥିବାବେଳେ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ସମସ୍ତ ଯୁବତୀ ପଶ୍ଚିମବଙ୍ଗର ହୋଇଥିବା ବେଳେ ଗ୍ରାହକମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି। ଏକ ଭଡ଼ା ଘରେ ମସାଜ୍ ନାଁରେ ଏହି ସେକ୍ସ ରାକେଟ ଚାଲିଥିଲା। ପ୍ରାୟ ମାସେ ହେଲା ଏଠାରେ ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।

ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ପୋଲିସ ସେଠାରେ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଥିଲା। ଯୁବତୀମାନଙ୍କୁ ସର୍ଟ ଷ୍ଟେ ହୋମକୁ ପଠାଇ ଦିଆଯାଇଛି।

Related story