ସେକ୍ସ ରାକେଟର ଗୁମର ଖୋଲିଲେ ଦିଦି ଓ ଇବ୍ରାହିମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଦେହବେପାର ହାଟ। ଆଉ ଏହାର ନେଟ୍‌ୱର୍କ ଲମ୍ୱିଛି ବାଂଲାଦେଶରୁ ଭୁବନେଶ୍ୱର ଭାୟା କୋଲକାତା। ଏହି ରାକେଟ୍‌ର କିଙ୍ଗପିନ୍‌ ହେଉଛନ୍ତି ଅଞ୍ଜଳି ଦିଦି ଓ ଇବ୍ରାହିମ। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦୁଇ ଜଣଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି। ଏହି ସମୟରେ ପାଇଛି ବହୁ ଚାଞ୍ଚଲ୍ୟକର ତଥ୍ୟ। କିଙ୍ଗପିନ୍‌ ଅଞ୍ଜଳି ଦିଦିର ରହିଛି ଭାରତୀୟ ପାସପୋର୍ଟ। ଅଞ୍ଜଳି ଦିଦି ବାଂଲାଦେଶୀ ହୋଇଥିବା ବେଳେ କିପରି ଓ କାହା ସାହାଯ୍ୟରେ ହାତେଇ […]

sex

sex

Manoranjan Sial
  • Published: Saturday, 01 February 2020
  • Updated: 01 February 2020, 06:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଦେହବେପାର ହାଟ। ଆଉ ଏହାର ନେଟ୍‌ୱର୍କ ଲମ୍ୱିଛି ବାଂଲାଦେଶରୁ ଭୁବନେଶ୍ୱର ଭାୟା କୋଲକାତା। ଏହି ରାକେଟ୍‌ର କିଙ୍ଗପିନ୍‌ ହେଉଛନ୍ତି ଅଞ୍ଜଳି ଦିଦି ଓ ଇବ୍ରାହିମ। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦୁଇ ଜଣଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି। ଏହି ସମୟରେ ପାଇଛି ବହୁ ଚାଞ୍ଚଲ୍ୟକର ତଥ୍ୟ।

କିଙ୍ଗପିନ୍‌ ଅଞ୍ଜଳି ଦିଦିର ରହିଛି ଭାରତୀୟ ପାସପୋର୍ଟ। ଅଞ୍ଜଳି ଦିଦି ବାଂଲାଦେଶୀ ହୋଇଥିବା ବେଳେ କିପରି ଓ କାହା ସାହାଯ୍ୟରେ ହାତେଇ ଥିଲା ପାସ୍‌ପୋର୍ଟ? ସେନେଇ ଖୋଲତାଡ ଆରମ୍ଭ ହୋଇଛି। ବାଂଲାଦେଶୀ ଯୁବତୀଙ୍କ ଫେକ୍‌ ଆଧାର କାର୍ଡ ଖୋଦ ଭୁବନେଶ୍ୱର ଉପକଣ୍ଠର ଅଭି ନାମକ ଜଣେ ଯୁବକ ତିଆରି କରିଥିବା ପ୍ରମାଣ ମିଳିଛି। ଅଭିକୁ ଧରିବାକୁ ଉଦ୍ୟମ ଜାରି ରହିଛି।

ସେପଟେ ବାଂଲାଦେଶୀ ଯୁବତୀଙ୍କୁ ଭାରତ ଚାଲାଣ ରୁଟ୍‌ର ମଧ୍ୟ ଖୁଲାସା ହୋଇଛି। ବାଂଲାଦେଶର ଜୟଶୋର ଜିଲ୍ଲା ବେନାପୋଲ ଓ ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ପେଟ୍ରାପୋଲ ଦେଇ ଭାରତକୁ ଖୁଲାମଖୁଲା ଆସିଥିଲେ ବାଂଲାଦେଶୀ ଯୁବତୀ। ବାଂଲାଦେଶ ଓ ଭାରତର କିଛି ଏଜେଣ୍ଟ ଜରିଆରେ ସେମାନେ ବିନା ପାସପୋର୍ଟ ଏବଂ ଭିସାରେ ଆସୁଛନ୍ତି। ୧୫ରୁ ୨୦ ଜଣ ଯବତୀ ବାଂଲାଦେଶରୁ ସେକ୍ସ କାରବାର ପାଇଁ ଓଡ଼ିଶା ଆସିଥିବା ଅଞ୍ଜଳି ଦିଦି ସୂଚନା ଦେଇଛି। ଇବ୍ରାହିମ ଓ ଦିଦିଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସେପଟେ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ୍ ଅଞ୍ଜଳି ଦିଦି ଓ ଇବ୍ରାହିମ୍‌କୁ ଧରାଇବା ପଛରେ ଉମାକାନ୍ତର ହାତ ରହିଛି। ଇବ୍ରାହିମ୍‌ଙ୍କ କହିବା ଅନୁସାରେ ତାଙ୍କ ଗିରଫ ପଛରେ ରହିଛି ଉମାକାନ୍ତ। ସେ(ଉମାକାନ୍ତ) ପୁଲିସର ଇନ୍‌ଫର୍ମର। କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ଉମାକାନ୍ତକୁ ଧରିଛି। ତାଙ୍କ ବୟାନ୍‌ ଆଧାରରେ ଅଞ୍ଜଳି ଓ ଇବ୍ରାହିମ୍‌କୁ କ୍ରାଇମ୍‌ବ୍ରାଞ୍ଚ ଧରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story