ରିଲିଫ କୋଡରେ ସଂଶୋଧନ ହୋଇଛି, ଭାଗଚାଷୀ ପାଇବେ କ୍ଷତିପୂରଣ: ସୂର୍ଯ୍ୟ

Ordigital Desk
  • Published: Thursday, 09 November 2017
  • , Updated: 09 November 2017, 05:15 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଗଚାଷୀ କ୍ଷତିପୂରଣ ପାଇବା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ସମବାୟ ମନ୍ତ୍ରୀ ଦେଇଛନ୍ତି ଏକ ଖୁସି ଖବର। ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏପରି ଚର୍ଚ୍ଚା ଉପରେ ପୂର୍ଣ୍ଣେଚ୍ଛେଦ ପକାବା ସହ ଭାଗଚାଷୀ ମଧ୍ୟ କ୍ଷତିପୂରଣ ପାଇବେ ବୋଲି କହିଛନ୍ତି। ଏହାସହ ରବି ଋତୁ ପାଇଁ ଭାଗ ଚାଷୀଙ୍କୁ ଋଣ ମିଳିବ ବୋଲି କହିଛନ୍ତି।</p> <p>ସେ କହିଛନ୍ତି,&ldquo;୫ରୁ ଅଧିକ ଚାଷୀ ଗ୍ରୁପ କରି ରବି ଋତୁ ପାଇଁ ଋଣ ଆବେଦନ କଲେ, ସେମାନଙ୍କୁ ଏହା ଯୋଗାଇ ଦିଆଯିବ। ରାଜ୍ୟ ସରକାର ରିଲିଫ କୋଡରେ ସଂଶୋଧନ କରିଛନ୍ତି। ପ୍ରକୃତ ଚାଷୀଙ୍କୁ ମରୁଡ଼ି ଓ ଚକଡ଼ା ଜନିତ କ୍ଷତିପୂରଣ ମିଳିବ।&rdquo;</p>

Related story