ରାଜ୍ୟରେ ଥମୁନି ମେଣ୍ଢା ମଡ଼କ: ସାହାଡ଼ାପଦାରେ ୨ ମୃତ, ୫ ଆହତ

କଟକ: ରାଜ୍ୟରେ ଥମିବାର ନାଁ ନେଉନି ମେଣ୍ଢା ମଡ଼କ। ଦିନକୁ ଦିନ ନୂଆ ନୂଆ ସ୍ଥାନକୁ ଏଭଳି ଘଟଣା ବ୍ୟାପିବାରେ ଲାଗିଛି। ଗତକାଲି କଟକ ଜିଲ୍ଲା ବାଙ୍କୀ ସାହାଡ଼ାପଦାରେ ୨ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୫ଟି ମେଣ୍ଢା ଆହତ ହୋଇଛନ୍ତି। ରାତି ୨ରୁ ସାଢ଼େ ୨ଟା ଭିତରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଗାଁର ପବନା ବେହେରାଙ୍କ ଗୁହାଳରେ ଥିବା ମେଣ୍ଢାଙ୍କୁ ଆକ୍ରମଣ ହୋଇଛି।

[vc_video link="" align="center"]

ସେହିପରି ନିଆଳିରେ ଦୀର୍ଘ ୩ ମାସ ଧରି ଆତଙ୍କ ଖେଳାଇଥିବା ଅଜଣା ଜନ୍ତୁକୁ ଧରିବାରେ ଏଯାଏଁ ସଫଳ ହୋଇନି ବନ ବିଭାଗ। ସଂପୃକ୍ତ ଅଞ୍ଚଳରେ ଯନ୍ତା ବସାଯାଇଥିଲେ ବି ଜନ୍ତୁ ଧରା ପଡୁନାହିଁ। ସେହିଭଳି ଶିମିଳିପାଳରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ମଧ୍ୟ ଜନ୍ତୁକୁ ଠାବ କରି ନ ପାରି ଫେରି ଯାଇଛନ୍ତି। ନିଆଳି ସାଙ୍ଗକୁ ଜଗତସିଂହପୁର, ମୟୂରଭଞ୍ଜ ଓ ଭଞ୍ଜନଗରରେ ବି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଖବର ମିଳିବାରେ ଲାଗିଛି।

Ordigital Desk
• Published: Friday, 14 July 2017
• Updated: 14 July 2017, 10:55 AM IST

Sports

Latest News

କଟକ: ରାଜ୍ୟରେ ଥମିବାର ନାଁ ନେଉନି ମେଣ୍ଢା ମଡ଼କ। ଦିନକୁ ଦିନ ନୂଆ ନୂଆ ସ୍ଥାନକୁ ଏଭଳି ଘଟଣା ବ୍ୟାପିବାରେ ଲାଗିଛି। ଗତକାଲି କଟକ ଜିଲ୍ଲା ବାଙ୍କୀ ସାହାଡ଼ାପଦାରେ ୨ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୫ଟି ମେଣ୍ଢା ଆହତ ହୋଇଛନ୍ତି। ରାତି ୨ରୁ ସାଢ଼େ ୨ଟା ଭିତରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଗାଁର ପବନା ବେହେରାଙ୍କ ଗୁହାଳରେ ଥିବା ମେଣ୍ଢାଙ୍କୁ ଆକ୍ରମଣ ହୋଇଛି।

[vc_video link="" align="center"]

ସେହିପରି ନିଆଳିରେ ଦୀର୍ଘ ୩ ମାସ ଧରି ଆତଙ୍କ ଖେଳାଇଥିବା ଅଜଣା ଜନ୍ତୁକୁ ଧରିବାରେ ଏଯାଏଁ ସଫଳ ହୋଇନି ବନ ବିଭାଗ। ସଂପୃକ୍ତ ଅଞ୍ଚଳରେ ଯନ୍ତା ବସାଯାଇଥିଲେ ବି ଜନ୍ତୁ ଧରା ପଡୁନାହିଁ। ସେହିଭଳି ଶିମିଳିପାଳରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ମଧ୍ୟ ଜନ୍ତୁକୁ ଠାବ କରି ନ ପାରି ଫେରି ଯାଇଛନ୍ତି। ନିଆଳି ସାଙ୍ଗକୁ ଜଗତସିଂହପୁର, ମୟୂରଭଞ୍ଜ ଓ ଭଞ୍ଜନଗରରେ ବି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଖବର ମିଳିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos