ପୁରୀରେ କୋହଳ ହେଲା ଶଟ୍‌ଡାଉନ୍ କଟକଣା‌

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟର ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଶଟଡାଉନ୍‌ ଘୋଷଣା କରାଯାଇଛି। ଏହି ୧୧ଟି ଜିଲ୍ଲା ମଧ୍ୟରେ ପୁରୀ ଆସୁଥିଲେ ମଧ୍ୟ  ପୁରୀ ପୌରପାଳିକାରେ ଆଜି ଦିନକ ପାଇଁ କୋହଳ ହୋଇଛି  ଶଟ୍‌ଡାଉନ୍ କଟକଣା । ସ୍ନାନପୂର୍ଣ୍ଣିମା ପାଇଁ ଗତ ଦୁଇ ଦିନ ଧରି ପୁରୀରେ ୧୪୪ ଧାରା ଲାଗି ରହିଥିଲା । ତେଣୁ ଏହା ପରେ ପରେ ଶଟଡାଉନ୍‌ କଟକଣା ଆରମ୍ଭ ହୋଇଯାଉଥିବାରୁ ଏହାକୁ ଦିନକ ପାଇଁ କୋହଳ କରାଯାଇଛି। […]

puri-1-1-1

puri-1-1-1

Niharika Rout
  • Published: Saturday, 06 June 2020
  • Updated: 06 June 2020, 10:02 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟର ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଶଟଡାଉନ୍‌ ଘୋଷଣା କରାଯାଇଛି। ଏହି ୧୧ଟି ଜିଲ୍ଲା ମଧ୍ୟରେ ପୁରୀ ଆସୁଥିଲେ ମଧ୍ୟ  ପୁରୀ ପୌରପାଳିକାରେ ଆଜି ଦିନକ ପାଇଁ କୋହଳ ହୋଇଛି  ଶଟ୍‌ଡାଉନ୍ କଟକଣା । ସ୍ନାନପୂର୍ଣ୍ଣିମା ପାଇଁ ଗତ ଦୁଇ ଦିନ ଧରି ପୁରୀରେ ୧୪୪ ଧାରା ଲାଗି ରହିଥିଲା । ତେଣୁ ଏହା ପରେ ପରେ ଶଟଡାଉନ୍‌ କଟକଣା ଆରମ୍ଭ ହୋଇଯାଉଥିବାରୁ ଏହାକୁ ଦିନକ ପାଇଁ କୋହଳ କରାଯାଇଛି। ହେଲେ ଆସନ୍ତାକାଲି ପୁରୀରେ ଶଟଡାଉନ୍‌ କଟକଣା କଡ଼ାକଡ଼ି ଭାବେ ଲାଗୁ ରହିବ ।

ଆଜି ନିୟମ କୋହଳ କରାଯାଇଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ। ସନ୍ଧ୍ୟା  ୭ଟା ଯାଏ ଘରୁ ବାହାରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story