ଆଜିଠୁ ଅଲାରନାଥଙ୍କ ଦର୍ଶନ

ବ୍ରହ୍ମଗିରି: ଶ୍ରୀଜିଉମାନେ ଜ୍ୱରରେ ପିଡିତ ହୋଇ ଅଣସର ଘରକୁ ଯିବା ପରେ ଆଜିଠୁ ଶ୍ରୀଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି । ଚଳିତବର୍ଷ ନବକଳେବର ହେଉଥିବାରୁ ୪୫ଦିନ ଧରି ଅଣବସର ଦର୍ଶନ ଚାଲିବ। ଅଣବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ପୂଣ୍ୟଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଅଲାରନାଥ ପୀଠରେ ଆଜିଠୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାପୂର୍ବରୁ ମନ୍ଦିରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପଦକ୍ଷେପ ନିଆଯାଇଛି। ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୩କୋଟି ୫୦ଲକ୍ଷ ଟଙ୍କ। […]

ALARNATH PRASTUTI

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 05:03 AM IST

ବ୍ରହ୍ମଗିରି: ଶ୍ରୀଜିଉମାନେ ଜ୍ୱରରେ ପିଡିତ ହୋଇ ଅଣସର ଘରକୁ ଯିବା ପରେ ଆଜିଠୁ ଶ୍ରୀଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି । ଚଳିତବର୍ଷ ନବକଳେବର ହେଉଥିବାରୁ ୪୫ଦିନ ଧରି ଅଣବସର ଦର୍ଶନ ଚାଲିବ। ଅଣବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ପୂଣ୍ୟଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଅଲାରନାଥ ପୀଠରେ ଆଜିଠୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାପୂର୍ବରୁ ମନ୍ଦିରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପଦକ୍ଷେପ ନିଆଯାଇଛି। ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୩କୋଟି ୫୦ଲକ୍ଷ ଟଙ୍କ। ଖର୍ଚ୍ଚ କରାଯାଇଛି। ଶ୍ରଦ୍ଧାଳୁଙ୍କ ଲାଗି ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିସହିତ ପାନୀୟ ଜଳ, ମେଡିକାଲ କ୍ୟାମ୍ପ, ବିଦ୍ୟୁତ ସେବା ଇତ୍ୟାଦିର ବନ୍ଦୋବସ୍ତ ହୋଇଛି।

Related story