ଶ୍ରୀଜିଉଙ୍କ ପବିତ୍ର ସ୍ନାନ ଯାତ୍ରା: ସ୍ନାନମଣ୍ଡପରେ ବିଜେ କଲେ ଶ୍ରୀଜଗନ୍ନାଥ

ପୁରୀ: ଆଜି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ରୀତିନୀତି । ବଡ଼ ଠାକୁର ବଳଭଦ୍ର, ମା’ସୁଭଦ୍ରା ଓ ସୁଦର୍ଶନଙ୍କ ପରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜଗନ୍ନାଥ। ପ୍ରଥମେ ସୁଦର୍ଶନ ବିଜେ ହୋଇଥିଲେ। ତା’ପରେ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା ବଳଭଦ୍ର ଓ ସୁଭଦ୍ରାଙ୍କୁ।  ଶେଷରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ। ଭୋର ୪ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୬ଟା୩୦ରେ ସରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ […]

jagannath

jagannath

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 05:15 AM IST

Sports

Latest News

ପୁରୀ: ଆଜି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ରୀତିନୀତି । ବଡ଼ ଠାକୁର ବଳଭଦ୍ର, ମା’ସୁଭଦ୍ରା ଓ ସୁଦର୍ଶନଙ୍କ ପରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜଗନ୍ନାଥ। ପ୍ରଥମେ ସୁଦର୍ଶନ ବିଜେ ହୋଇଥିଲେ। ତା’ପରେ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା ବଳଭଦ୍ର ଓ ସୁଭଦ୍ରାଙ୍କୁ।  ଶେଷରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ।

ଭୋର ୪ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୬ଟା୩୦ରେ ସରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ଏଥିରେ ବିଳମ୍ବ ହୋଇଛି।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଓ ଗଜାନନବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଯାଇଛି।  ନବକଳେବର ପୂର୍ବରୁ ଏହା ହେଉଛି ମହାପ୍ରଭୁଙ୍କର ପୂଜିତ ମୂର୍ତ୍ତିଙ୍କର ହେବ ଶେଷ ସ୍ନାନଯାତ୍ରା ଓ ଗଜାନନ ବେଶ।

ପ୍ରଥମେ ସ୍ନାନ ମଣ୍ଡପ ଉପରେ ମଙ୍ଗଳ ଆଳତୀ, ମଇଲମ, ତଡପ ଲାଗି, ଅବକାଶ,ଅଧରପଣା ନୀତି କରାଯିବ। ଏହାପରେ ଜଳଲାଗି ନୀତି ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗଡୁ ଜଳଲାଗି କରାଯିବ। ଜଗନ୍ନାଥଙ୍କୁ ୩୫ କୁମ୍ବ ଜଳରେ, ବଳଭଦ୍ରଙ୍କୁ ୩୩ କୁମ୍ବ ଜଳ, ମା’ସୁଭଦ୍ରାଙ୍କୁ ୨୨ କୁମ୍ବ ଜଳ ଓ ସୁଦର୍ଶନଙ୍କୁ ୧୮କୁମ୍ବ ଜଳରେ ସ୍ନାନ କରାଯିବ। ଏହା  ପରେ କୋଇଲି ବୈକୁଣ୍ଠରେ ପୂଜା ପାଉଥିବା ଦିବ୍ୟଦାରୁଙ୍କୁ ୪ ଗଡୁ ଜଳଲାଗି କରାଯିବ। ଜଳଲାଗି ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିବେ। ପରେ ଗଜପତି ମହାରାଜା ଛେରା ପହଁରା କରିବେ। ହାତୀବେଶରେ ମହାପ୍ରଭୁଙ୍କ ନିକଟରେ ଏକମାତ୍ର ସକାଳଧୂପ ନୀତି ହେବ। ପରେ ଭକ୍ତମାନଙ୍କ ପାଇଁ ସାହାଣମେଲା ଦର୍ଶନ ଚାଲିବ।

jagannathjanata

ଦେବସ୍ନାନ ପୂର୍ଣ୍ଣିମା ପରେ ଆସନ୍ତାକାଲି ଠାରୁ ଅଣସର ଗୃହକୁ ଚାଲିଥିବେ ଚତୁର୍ଦ୍ଧାମୂର୍ତ୍ତି। ଏଥର ହେବ ମହାଅଣସର। ୪୫ ଦିନ ପାଇଁ ଚତୂର୍ଦ୍ଧାମୂର୍ତ୍ତି ମହାଅଣସରରେ ଯିବେ। ଅନ୍ୟପଟେ ସ୍ନାନପୂର୍ଣ୍ଣିମା ପରେ ଆରମ୍ଭ ହୋଇଯିବ ମହାଦାରୁଙ୍କ ବିଗ୍ରହ ନିର୍ମାଣ କାର୍ଯ୍ୟ। ବର୍ତ୍ତମାନ ପୂଜିତ ବିଗ୍ରହମାନେ ଆଉ ଅଣସର ଘରୁ ଶ୍ରୀମନ୍ଦିରର ରତ୍ନସିଂହାସନକୁ ଫେରିବେ ନାହିଁ। ସେମାନଙ୍କୁ ଅଣସରଘରୁ କୋଇଲି ବୈକୁଣ୍ଠ ନିଆଯାଇ ସମାଧି ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story