ଲାଞ୍ଚ ନେଉଥିଲେ ଯୋଗାଣ ନିରୀକ୍ଷକ, ଧରି ଦେଲା ଭିଜିଲାନ୍ସ

ମୋହନା (ମିହିର ଯତି): ଭିଜିଲାନ୍ସ ଜାଲରେ ଯୋଗାଣ ନିରୀକ୍ଷକ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଯୋଗାଣ ନିରୀକ୍ଷକ ସବ୍ୟସାଚୀ ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଏକ ବିଲ୍ ପାସ୍ କରାଇବା ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଗଞ୍ଜାମ ଜିଲ୍ଲା ଧରାକୋଟ ଜାହାଡ଼ା ଗାଁର ଶିବ ପଲାଇଙ୍କଠାରୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ […]

vigilance

Niharika Rout
  • Published: Tuesday, 25 August 2020
  • , Updated: 25 August 2020, 08:08 AM IST

ମୋହନା (ମିହିର ଯତି): ଭିଜିଲାନ୍ସ ଜାଲରେ ଯୋଗାଣ ନିରୀକ୍ଷକ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଯୋଗାଣ ନିରୀକ୍ଷକ ସବ୍ୟସାଚୀ ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଏକ ବିଲ୍ ପାସ୍ କରାଇବା ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।

ଗଞ୍ଜାମ ଜିଲ୍ଲା ଧରାକୋଟ ଜାହାଡ଼ା ଗାଁର ଶିବ ପଲାଇଙ୍କଠାରୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ୍ ଓ ପୁରୀ ଚନ୍ଦନପୁରସ୍ଥିତ ବାସଭବନରେ ଚଢ଼ାଉ କରିଛି।

Related story