ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଦେଇଥିବା ଜମି ଘଟଣାରେ କୋର୍ଟଙ୍କ ଆଶ୍ରୟ ନେବ କଳିଙ୍ଗସେନା। ଏ ନେଇ କଳିଙ୍ଗସେନା ସଭାପତି ହେମନ୍ତ ରଥ ସୂଚନା ଦେଇ କହିଛନ୍ତି, ରାଜଧାନୀର ଯେଉଁ ଜମି ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତାକୁ ବିନା ବିଜ୍ଞପ୍ତିରେ ବିଡିଏ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି । ଏ ସମସ୍ତ ତଥ୍ୟ ବିଡିଏ ନଥିପତ୍ରରୁ ହସ୍ତଗତ ହୋଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ହେମନ୍ତ କହିଛନ୍ତି। ଏ ସଂପର୍କରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଣୋଇ ଘରେ ଭିଜିଲାନ୍ସ ଚଢ଼ାଉ, ଶଳାଙ୍କ ଘରୁ ମିଳିଲା ନଗଦ ୪୬ ଲକ୍ଷ
ଚଢ଼ାଉ ବେଳେ ଏକାଧିକ କୋଠା, ଫ୍ଲାଟ ଓ ପ୍ଲଟ ଠାବ କରିଛି ଭିଜିଲାନ୍ସ। ୧.୧୧ କୋଟିର ବ୍ୟାଙ୍କ ଜମା ମଧ୍ୟ ଠାବ କରିଛି।
Culture & Literature
ସରୋଜିନୀ ସାହୁ ପାଇବେ ୪୫ ତମ ‘ଶାରଳା ପୁରସ୍କାର’
ବିଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଓ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତାନସେନ୍ ସିଂଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ।
Crime
ଯାତ୍ରା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାକୁ ଅସମ୍ମାନ; ଖଳନାୟକ କାହ୍ନାଙ୍କ ନାଁରେ ମାମଲା
କେବଳ ଏତିକି ନୁହେଁ, ‘ବଡ଼ ବେଦରଦୀ କଳା ସାଆନ୍ତ’ରେ ଏକ ସଂଳାପରେ କାହ୍ନା କହୁଛନ୍ତି, ... ମୁଁ ଜଗାକୁ ବୁଲାଇବାକୁ ନେଇଥିଲି।... ମୋ ଜଗା ଦିନ ରାତି ୨୪ ଘଣ୍ଟା ଗୋଟିଏ ମନ୍ଦିର ଭିତରେ ରହୁଛି। ତାକୁ କ’ଣ ଅଣ ନିଃଶ୍ୱାସୀ ଲାଗୁନଥିବ? ତାକୁ କ’ଣ ଟିକେ ବୋରିଂ ଲାଗୁନଥିବ?
Guest Column
ଓଡ଼ିଶାରେ ଉଧେଇବାର ବାଟ ଭୁଲିଛି କଂଗ୍ରେସ
ମାତ୍ର ଶତକଡ଼ା ୧୪ ଭାଗ ଜନାଧାରକୁ କ୍ଷମତାରେ ପହଞ୍ଚାଇବା ପାଇଁ ଶତକଡ଼ା ୩୫ ଭାଗରୁ ଊର୍ଦ୍ଧ୍ୱ ଜନାଧାର ହାସଲ କରିବା ନିମନ୍ତେ ଏବେଠାରୁ ଅହରହ ଭାବରେ ସାଂଗଠନିକ କାର୍ଯ୍ୟକ୍ରମକୁ ପ୍ରତି ସ୍ତରରେ ବ୍ୟାପକ କରିବାକୁ ପଡ଼ିବ। କିନ୍ତୁ ରାଜ୍ୟରେ କଂଗ୍ରେସର କୌଣସି କମିଟି ନଥିବା ଓ ଜିଲ୍ଲାଗୁଡ଼ିକ ବସ୍ତୁତଃ ନେତୃତ୍ୱ ଶୂନ୍ୟ ହୋଇଥିବା ସମୟରେ କିପରି ଭାବେ କେତେ ଆଶା କଲେ ମଧ୍ୟ ଏହି ଲକ୍ଷ୍ୟ ହାସଲ ହେବ?
Accident
ଏକାଦଶାହ ଭୋଜି ଖାଇବା ପରେ ଝାଡ଼ାବାନ୍ତି; ୨ ମୃତ, ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଆଲବନ୍ଧ ଗାଁକୁ ଯାଇ ସ୍ଥିତି ପରଖିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।