ଶିକ୍ଷକଙ୍କ ସମସ୍ୟା ନେଇ ଉଚ୍ଚସ୍ତରୀୟ ବୈଠକ ଅସମାପ୍ତ, ସନ୍ଧ୍ୟାରେ ପୁଣି ବସିବ

ଭୁବନେଶ୍ୱର:  ବିଧାନସଭା ଆଗରେ ଶିକ୍ଷକମାନେ ଚଳାଇଥିବା ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଶିକ୍ଷକମାନଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି। ତେବେ ବୈଠକ ଏବେ ଅସମାପ୍ତ ରହିଛି। ସନ୍ଧ୍ୟାରେ ପୁଣି ଏହି ବୈଠକ ବସିବ। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ […]

orissa-assembly

orissa-assembly

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 08:07 AM IST

Sports

Latest News

ଭୁବନେଶ୍ୱର:  ବିଧାନସଭା ଆଗରେ ଶିକ୍ଷକମାନେ ଚଳାଇଥିବା ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଶିକ୍ଷକମାନଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି। ତେବେ ବୈଠକ ଏବେ ଅସମାପ୍ତ ରହିଛି। ସନ୍ଧ୍ୟାରେ ପୁଣି ଏହି ବୈଠକ ବସିବ। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ସନ୍ଧ୍ୟାରେ ପୁଣି ଯୋଗ ଦେବେ। ଅନ୍ୟପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି  ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଭେଟି ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story