ମୃତ କରୋନା ଯୋଦ୍ଧାଙ୍କ ପାଇଁ ରାଜ୍ୟବ୍ୟାପୀ ନିରବ ପ୍ରାର୍ଥନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ  ଲଢ଼େଇରେ ଯୋଦ୍ଧା ସାଜିଥିବା ସରକାରୀ କର୍ମଚାରୀମାନେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବାରୁ ସେମାନଙ୍କ ସମ୍ମାନରେ ଆଜି ରାଜ୍ୟବ୍ୟାପୀ ଏକ ମିନିଟର ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଫିସରେ ଓ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ନିରବ ପ୍ରାର୍ଥନା ପାଳିତ ହୋଇଛି। ରାସ୍ତାଘାଟରେ ଯିଏ ଯେଉଁଠି ରହିଥିଲେ ସମସ୍ତେ ଠିକ୍ ସନ୍ଧ୍ୟା ୬ଟାରେ ମୃତ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ନିରବ ପ୍ରାର୍ଥନା କରିଥିବା ଦେଖିବାକୁ […]

7nm

7nm

Tapas Behera
  • Published: Wednesday, 05 August 2020
  • Updated: 05 August 2020, 08:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ  ଲଢ଼େଇରେ ଯୋଦ୍ଧା ସାଜିଥିବା ସରକାରୀ କର୍ମଚାରୀମାନେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବାରୁ ସେମାନଙ୍କ ସମ୍ମାନରେ ଆଜି ରାଜ୍ୟବ୍ୟାପୀ ଏକ ମିନିଟର ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଫିସରେ ଓ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ନିରବ ପ୍ରାର୍ଥନା ପାଳିତ ହୋଇଛି। ରାସ୍ତାଘାଟରେ ଯିଏ ଯେଉଁଠି ରହିଥିଲେ ସମସ୍ତେ ଠିକ୍ ସନ୍ଧ୍ୟା ୬ଟାରେ ମୃତ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ନିରବ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ତେବେ କଟକ ଓ ଭୁବନେଶ୍ୱର ସହରରେ ଠିକ୍ ସନ୍ଧ୍ୟା ୬ଟାରେ ଏହି ନିରବ ପ୍ରାର୍ଥନା ନିମନ୍ତେ ୨ମିନିଟ୍ ଧରି ସବୁ ଟ୍ରାଫିକ ବନ୍ଦ ରହିଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ବଳିଦାନ ସ୍ମୃତିରେ ରାଜ୍ୟତମାମ ଆଜି ସନ୍ଧ୍ୟା ୬ଟାରେ ଏକ ମିନିଟର ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନିଜେ ଏହି ନିରବ ପ୍ରାର୍ଥନାରେ ସାମିଲ ହୋଇଥିବାବେଳେ ଲୋକସେବା ଭବନରେ ଅଧିକାଂଶ ମନ୍ତ୍ରୀ, ବରିଷ୍ଠ ଅଫିସର ଓ ଅନ୍ୟ କର୍ମଚାରୀମାନେ, କଳିଙ୍ଗ ଷ୍ଟାଡ଼ିୟମରେ କ୍ରୀଡ଼ାମନ୍ତ୍ରୀ ଓ ବହୁ କ୍ରୀଡ଼ାବିତ୍ ଏହି ନିରବ ପ୍ରାର୍ଥନା ସହ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଥିଲେ। ରାଜୀବ ଭବନ, ଖାରବେଳ ଭବନ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସମେତ ଭୁବନେଶ୍ୱରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ଏହି ନିରବ ପ୍ରାର୍ଥନା ସହ ଶପଥ ପାଠ କରିଥିଲେ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଏହି ନିରବ ପ୍ରାର୍ଥନା ଓ ଶପଥ ପାଠ ହୋଇଛି । କରୋନାର ଦାୟିତ୍ୱପୂର୍ଣ୍ଣ ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ୮ଟି ପଏଣ୍ଟ ଉପରେ ଶପଥ ପାଠ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଆଜି ନିରବ ପ୍ରାର୍ଥନାବେଳେ ଯେଉଁ ୮ଟି ପଏଣ୍ଟର ଶପଥ ନିଆଯାଇଥିଲା ତାହା ହେଲା, “ ମୁଁ ଜଣେ ଓଡ଼ିଶାବାସୀ ଭାବେ ଶପଥ କରୁଛି ଯେ କୋଭିଡ୍ ଯୋଦ୍ଧାମାନଙ୍କୁ ପୁରା ସହଯୋଗ ଓ ସମ୍ମାନ ଦେବି। କୋଭିଡ୍ ଲଢ଼େଇ ଆମ ସମସ୍ତଙ୍କ ଲଢ଼େଇ। ପ୍ରତିଟି ଲୋକର ଲଢ଼େଇ। ଏ ଲଢ଼େଇରେ ମୁଁ ବି ସାମିଲ। କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉର୍ତ୍ସଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ। ମୁଁ ନିଜେ କୋଭିଡ୍ ନିୟମାବଳୀ ପାଳନ କରିବି ଓ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବି। କରୋନା ବିରୁଦ୍ଧରେ ଲଢ଼େଇକୁ ମଜବୁତ କରିବି। ମୁଁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଓ ମାନବ ଜାତି ବି ଜିତିବ।“
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ଗତ ୫ମାସ ଧରି କୋଭିଡ୍ ବିରୁଦ୍ଧରେ ଲଢ଼େଇ ଜାରି ରଖିଛି। କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁ ଏବେସୁଦ୍ଧା ରାଜ୍ୟର ୨୫ହଜାର ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି। ଏହି ଲଢ଼େଇରେ ୨୫ଜଣ କୋଭିଡ୍ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା,ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।
ସୂଚନାଯୋଗ୍ୟ ପୂର୍ବରୁ କରୋନା ଯୋଦ୍ଧାଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ସମସ୍ତ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story