ମଧ୍ୟରାତ୍ରିରେ ନିଲାମ, ସିରାଜୁଦ୍ଦିନ ନେଲା ବଲଦା ଖଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ କିଛିଦିନ ଧରି ଚାଲିଥିବା ଖଣି ନିଲାମ ପ୍ରକ୍ରିୟାରେ ଗତକାଲି ବିଳମ୍ବିତ ରାତ୍ରି (ପ୍ରାୟ ୨ଟା ୪୧ମିନିଟ)ରେ ବଲଦା ଲୁହାପଥର ଖଣିକୁ ପୁଣିଥରେ ନେବାରେ ସିରାଜୁଦ୍ଦିନ ଆଣ୍ଡ କୋ ସକ୍ଷମ ହୋଇଛି। କେନ୍ଦୁଝର ଜିଲ୍ଲାରେ ଥିବା ବଲଦା ଖଣିର ନିଲାମକୁୁ ୧୧୮.୦୫% ପ୍ରାଇସରେ ସିରାଜୁଦ୍ଦିନ କମ୍ପାନୀ ନେଇଛି। ଏବେ ଏହି ଖଣି ସିରାଜୁଦ୍ଦିନ ପାଖରେ ରହିଛି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ […]

serajjuden

serajjuden

Manoranjan Sial
  • Published: Tuesday, 04 February 2020
  • Updated: 04 February 2020, 06:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ କିଛିଦିନ ଧରି ଚାଲିଥିବା ଖଣି ନିଲାମ ପ୍ରକ୍ରିୟାରେ ଗତକାଲି ବିଳମ୍ବିତ ରାତ୍ରି (ପ୍ରାୟ ୨ଟା ୪୧ମିନିଟ)ରେ ବଲଦା ଲୁହାପଥର ଖଣିକୁ ପୁଣିଥରେ ନେବାରେ ସିରାଜୁଦ୍ଦିନ ଆଣ୍ଡ କୋ ସକ୍ଷମ ହୋଇଛି। କେନ୍ଦୁଝର ଜିଲ୍ଲାରେ ଥିବା ବଲଦା ଖଣିର ନିଲାମକୁୁ ୧୧୮.୦୫% ପ୍ରାଇସରେ ସିରାଜୁଦ୍ଦିନ କମ୍ପାନୀ ନେଇଛି। ଏବେ ଏହି ଖଣି ସିରାଜୁଦ୍ଦିନ ପାଖରେ ରହିଛି।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବଲଦା ଲୁହାପଥର ଖଣିର ନିଲାମ ପ୍ରକ୍ରିୟା ଚାଲିଥିଲା। ରାତି ପ୍ରାୟ ୨ଟା ୪୧ମିନିଟରେ ନିଲାମୀ ଶେଷ ହୋଇଥିଲା। ବଲଦା ଖଣି ପାଇଁ ୧୩ଟି କମ୍ପାନୀ ଟେକନିକାଲ ବିଡିଂ ହାସଲ କରିଥିଲେ। ତେବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଆର୍ସେଲର ମିତ୍ତଲ, ଜେଏସଡବ୍ଲୁୃ୍ୟ ଷ୍ଟିଲ୍ , ଆଦାନୀ ଏଣ୍ଟରପ୍ରାଇଜେସ୍‌, ରୁଙ୍ଗଟା ଓ ସିରାଜୁଦ୍ଦିନ ରହିଥିଲେ। କେନ୍ଦୁଝର ଜିଲ୍ଲାରେ ସର୍ବବୃହତ୍ ଲୁହାପଥର ଖଣି ବଲଦାରେ ପ୍ରାୟ ୨୦୦.୧୧ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ହୋଇଛି ଓ ବାର୍ଷିକ ଏଥିରୁ ୧୫.୫ ମିଲିୟନ ଟନ୍ କ୍ଷମତା ଉତ୍ପାଦନ ହୋଇଥାଏ।

ସୂଚନାଯୋଗ୍ୟ, ଏବେ ଜାରି ରହିଥିବା ଖଣି ନିଲାମ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ଜେଏସଡବ୍ଲ୍ୟୁ ଷ୍ଟିଲ୍ ରାଜ୍ୟର ଦୁଇ ପ୍ରମୁଖ ଖଣି ନୂଆଗାଁ ଓ ନାରାୟଣପୋଷୀର ନିଲାମୀ ଜିଣିବାରେ ସକ୍ଷମ ହୋଇଥିବାବେଳେ ଆର୍ସେଲର ମିତ୍ତଲ ମଧ୍ୟ ଠାକୁରାଣୀ ଖଣିର ନିଲାମ ନେଇଛି। ଏନେଇ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ଅନୁମୋଦନ ପରେ ଗତବର୍ଷ ଅକ୍ଟୋବର ମାସରେ ରାଜ୍ୟ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ୧୬ଟି ଖଣିର ନିଲାମ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story