କୁନ୍ଦୁଲି ମାମଲା: ବସିଲା ଏସ୍‌ଆଇଟି ବୈଠକ

କୋରାପୁଟ(ସୂର୍ଯ୍ୟ ପାତ୍ର): ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ଏସ୍‌ଆଇଟି (SIT) ସ୍ତରୀୟ ତଦନ୍ତ ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଜି ଟିମ୍‌ର ପ୍ରଥମ ବୈଠକ ବସିଛି। କୋରାପୁଟ୍ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ  ତିନି ରେଞ୍ଜର ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ ଉପସ୍ଥିତ ଅଛନ୍ତି। ଏହି ବୈଠକରେ ପୀଡିତାଙ୍କ ମା’, ଖୁଡି ଏବଂ ଭାଇ ଉପସ୍ଥିତ ଥିବା ଜଣାଯାଇଛି । ସେମାନଙ୍କୁ ପଚରାଉଚରା ସରିବା […]

kunduli

kunduli

Niharika Rout
  • Published: Monday, 02 December 2019
  • Updated: 02 December 2019, 02:05 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପାତ୍ର): ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ଏସ୍‌ଆଇଟି (SIT) ସ୍ତରୀୟ ତଦନ୍ତ ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଜି ଟିମ୍‌ର ପ୍ରଥମ ବୈଠକ ବସିଛି। କୋରାପୁଟ୍ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ  ତିନି ରେଞ୍ଜର ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ ଉପସ୍ଥିତ ଅଛନ୍ତି।

ଏହି ବୈଠକରେ ପୀଡିତାଙ୍କ ମା’, ଖୁଡି ଏବଂ ଭାଇ ଉପସ୍ଥିତ ଥିବା ଜଣାଯାଇଛି । ସେମାନଙ୍କୁ ପଚରାଉଚରା ସରିବା ପରେ ପଟାଙ୍ଗି ଥାନାର ତତ୍କାଳୀନ ଆଇଆଇସି ଦେବକୁମାର ଗମାଙ୍ଗୋଙ୍କୁ ଟିମ୍‌ ସଦସ୍ୟ ପଚରାଉଚରା କରିଥିବା ଜଣାଯାଇଛି।

କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ତିନିଜଣିଆ ଏସ୍ଆଇଟି ଟିମ୍‌ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ଏକାଧିକ ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ମଧ୍ୟ ଅନୁରୂପ ମାମଲା ଦାଏର କରାଯାଇଛି ।

ସୂଚନାଯୋଗ୍ୟଯେ, ୧୦ ଅକ୍ଟୋବର ୨୦୧୭ରେ କୁନ୍ଦୁଲି ପୀଡ଼ିତାଙ୍କ ସହ ଦୁର୍ଷ୍କମ ହୋଇଥିଲା । ଘଟଣାର ବିଚାର ବିଭାଗୀୟ ଓ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ତଦନ୍ତ ଆଉ ଖୋଳତାଡ଼ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୀଡ଼ିତା । ଏହି ସମୟରେ ତାଙ୍କ ସହ ହୋଇଥିବା ଅନ୍ୟାୟ ପାଇଁ ବ୍ୟବସ୍ଥାକୁ ଦାୟୀ କରିଥିଲେ । ଶେଷରେ ୨୦୧୮, ଜାନୁୟାରୀ ୨୨ରେ ଝୁଲନ୍ତା ଅବସ୍ଥାରେ ଘରୁ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ୍‌।

ଗତ କିଛିଦିନ ପୂର୍ବେ ପୀଡିତାଙ୍କ ପରିବାର ଏସଆଇଟି ସ୍ଥାନରେ ଏହି ଘଟଣାର ସିବିଆଇ ଦ୍ୱାରା  ତଦନ୍ତ  ଦାବି କରିଥିଲେ । କିନ୍ତୁ ରାଜ୍ୟ ସରକାର ହାଇକୋର୍ଟଙ୍କ ଚାପରେ ଆସି ପୁଣିଥରେ ଏସଆଇଟି ଗଠନ କରି  ତଦନ୍ତ ଆରମ୍ଭ କରିଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story