ସୋରରୁ ଚମ୍ପଟ ମାରିଥିଲେ, ମୟୂରଭଞ୍ଜରେ ଧରାପଡ଼ିଲେ

ସୋର(ଓଡ଼ିଶା ରିପୋର୍ଟର): ସୋର ଉପକାରାଗାରରୁ ଚମ୍ପଟ ମାରିଥିବା ଜଣେ ବିଚାରାଧୀନ କଏଦୀକୁ ମୟୂରଭଞ୍ଜରୁ ଗିରଫ କରିଛି ପୁଲିସ। ୬ଦିନପରେ  ପୁଲିସ କଏଦକୁ ଧରିବାରେ ସଫଳ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଉପକାରଗାରରେ। କଏଦୀ ଜଣଙ୍କ ହେଲେ ଘନ ସିଂ। ଘନ ସୋର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଭାବେ ରହି ଆସୁଥିଲେ। ସୋର ଉପକାରାଗାରର କିଛି କଏଦୀ ସବୁ ଦିନ ଜେଲରଙ୍କ ଘରକୁ କାମ କରିବାକୁ ଯାଇଥାନ୍ତି।  ଘନ ବି ସେମାନଙ୍କ ସହ କାମ […]

Soro sub-jaij

Soro sub-jaij

Tapaswini Nayak
  • Published: Wednesday, 07 September 2022
  • Updated: 07 September 2022, 11:40 AM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର): ସୋର ଉପକାରାଗାରରୁ ଚମ୍ପଟ ମାରିଥିବା ଜଣେ ବିଚାରାଧୀନ କଏଦୀକୁ ମୟୂରଭଞ୍ଜରୁ ଗିରଫ କରିଛି ପୁଲିସ। ୬ଦିନପରେ  ପୁଲିସ କଏଦକୁ ଧରିବାରେ ସଫଳ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଉପକାରଗାରରେ। କଏଦୀ ଜଣଙ୍କ ହେଲେ ଘନ ସିଂ।

ଘନ ସୋର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଭାବେ ରହି ଆସୁଥିଲେ। ସୋର ଉପକାରାଗାରର କିଛି କଏଦୀ ସବୁ ଦିନ ଜେଲରଙ୍କ ଘରକୁ କାମ କରିବାକୁ ଯାଇଥାନ୍ତି।  ଘନ ବି ସେମାନଙ୍କ ସହ କାମ କରିବାକୁ ଯାଆନ୍ତି। ହେଲେ ଗତ ୧ ତାରିଖରେ ଘନ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ।  ପୁଲିସ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଘନ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଶରତପଡ଼ା ଅଞ୍ଚଳରେ ଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।

ଆଜି ଭୋରରୁ ପୁଲିସ ଟିମ୍ ଶରତପଡ଼ା ଅଞ୍ଚଳରେ ପହଞ୍ଚି  ଘନଙ୍କୁ ଗିରଫ କରିଥିଲା। ଘନ ଚମ୍ପଟ ମାରିବା ଘଟଣାରେ ସୋର  ଉପକାରଗାରର  ସବ୍‌ ଜେଲରଙ୍କୁ ନିଲମ୍ବନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story