ରାତିକେ ପରିବାରର ୬ ଜଣଙ୍କୁ ମାରିଦେଲେ

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ଦିନେ ଯେଉଁ ସହର ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଚର୍ଚ୍ଚାରେ ଥିଲା, ସେହି ସହରରେ ପୁଣି ଘଟିଛି ଜଘନ୍ୟକାଣ୍ଡ। ଗୋଟିଏ ପରିବାରର ୬-୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି ଦୁର୍ବୃତ୍ତ। ବାପା, ମା ସହ ୪ ସନ୍ତାନଙ୍କୁ ଅତି ବର୍ବର ଭାବେ ଆକ୍ରମଣ କରି ମରଣ ଶେଯରେ ଶୁଆଇ ଦେଇଛନ୍ତି ଅପରାଧୀ। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡ ସହାୟତାରେ […]

patnagarh

patnagarh

Ranjit Kumar Jena
  • Published: Wednesday, 11 November 2020
  • Updated: 11 November 2020, 08:49 PM IST

Sports

Latest News

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ଦିନେ ଯେଉଁ ସହର ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଚର୍ଚ୍ଚାରେ ଥିଲା, ସେହି ସହରରେ ପୁଣି ଘଟିଛି ଜଘନ୍ୟକାଣ୍ଡ। ଗୋଟିଏ ପରିବାରର ୬-୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି ଦୁର୍ବୃତ୍ତ। ବାପା, ମା ସହ ୪ ସନ୍ତାନଙ୍କୁ ଅତି ବର୍ବର ଭାବେ ଆକ୍ରମଣ କରି ମରଣ ଶେଯରେ ଶୁଆଇ ଦେଇଛନ୍ତି ଅପରାଧୀ।

ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡ ସହାୟତାରେ ଏହି ଗଣହତ୍ୟାର ଖୋଳତାଡ଼ ଜାରି ରଖିଛି। ଅତି ବୀଭତ୍ସ ଭାବେ ସମସ୍ତଙ୍କୁ ହତ୍ୟା କରାଯାଇଛି। ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣର କ୍ଷତ ସ୍ପଷ୍ଟ ବାରି ହେଉଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଦେଖିବାକୁ ମିଳିଛି ଏହି ରକ୍ତର ହୋଲି।

ମୃତକଙ୍କ ମଧ୍ୟରେ ଅଛନ୍ତି ଘରର ମୁରବୀ କୁହାଯାଉଥିବା ୫୦ ବର୍ଷୀୟ ବୁଲୁ ଜାନୀ, ୩୮ ବର୍ଷୀୟା ପତ୍ନୀ ଜ୍ୟୋତି, ୧୨ ବର୍ଷୀୟା ଝିଅ ସରିତା, ୩ ବର୍ଷର ଝିଅ ଶ୍ରୀୟା, ୫ ବର୍ଷୀୟ ପୁଅ ଭୀଷ୍ମ ଏବଂ ୨ ବର୍ଷୀୟ ପୁଅ ସଂଜୀବ। ଏମାନେ ମୂଳତଃ ବିହାରର, କିନ୍ତୁ ପ୍ରାୟ ୧୦ ବର୍ଷ ହେଲାଣି ପାଟଣାଗଡ଼ରେ ସ୍ଥାୟୀ ଭାବେ ରହିଆସିଛନ୍ତି। ବୁଲୁ ମହୁ ଓ ଚୁଡ଼ି ବିକ୍ରି କରି ପେଟପାଟଣା କରନ୍ତି।

ଆଜି ସକାଳ ପ୍ରାୟ ୧୦ଟା ଯାଏଁ ଘରୁ କେହି ନବାହାରିବାରୁ ସନ୍ଦେହ କରି ଘରେ ପଶିଥିଲେ ପଡୋଶୀ। ଆଉ କମ୍ବଳ ଘୋଡା ହୋଇ ରକ୍ତରଂଜିତ ଅବସ୍ଥାରେ ମୃତଦେହ ପଡ଼ିଥିବା ପୁଲିସ୍ ଦେଖି ଜଣାଇଥିଲେ। ତେବେ ହତ୍ୟାକାଣ୍ଡ ପଛର ଅସଲ କାରଣ କଣ ? ତେବେ କିଏ ? କାହିଁକି ଓ କେମିତି ହତ୍ୟା କଲା ଏମାନଙ୍କୁ, ନା ସ୍ପଷ୍ଟ ଚିତ୍ର ମିଳିପାରୁଛି ନା କୌଣସି ପ୍ରମାଣ ସାମ୍ନାକୁ ଆସିଛି।

ସେପଟେ ସମ୍ବଲପୁର ବୁର୍ଲାର ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗୋଟିଏ ପରିବାରର ଦୁଇ ଭାଇଙ୍କୁ ହତ୍ୟା କରାଯିବା ସହ ଅନ୍ୟ ୩ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ବୁର୍ଲା ପୁଲିସ୍ ୪ ଜଣଙ୍କୁ ଅଟକ ରଖିବା ସହ ଘଟଣାର ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story