ମାଲ୍‌ ଥାଇ ନେଇ ପାରୁନାହାନ୍ତି ଖୁଚୁରା ବ୍ୟବସାୟୀ, ହଇରାଣ କରୁଛି ପୁଲିସ; ଉତ୍ତର ରଖିଲେ କମିଶନର

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କରୋନା’ ମୁକାବିଲା ପରିଚାଳନାରେ ବଡ଼ ଧରଣ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଉପର ସ୍ତରରେ ନିଆଯାଉଥିବା ନିଷ୍ପତ୍ତି ଓ ନିର୍ଦ୍ଦେଶ ତଳ ସ୍ତରରେ ପହଞ୍ଚିପାରୁନି। ଯାହାଫଳରେ ଖୁଚୁରା ବ୍ୟବସାୟୀମାନେ ନାନା ହନ୍ତସନ୍ତ ହେଉଛନ୍ତି। ଯେଉଁଥିପାଇଁ ବଜାରରେ ଖାଉଟି ସାମଗ୍ରୀର ଅଭାବ ଦେଖାଦେଉଛି। ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ସା.ସଂପାଦକ ସୁଧାକର ପଣ୍ଡା। ଯାହାର ଉତ୍ତର ରଖିଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ଓଡ଼ିଶା ବ୍ୟବସାୟୀ ମହାସଂଘ […]

bbsr

bbsr

Tapaswini Nayak
  • Published: Wednesday, 08 April 2020
  • Updated: 08 April 2020, 04:20 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କରୋନା’ ମୁକାବିଲା ପରିଚାଳନାରେ ବଡ଼ ଧରଣ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଉପର ସ୍ତରରେ ନିଆଯାଉଥିବା ନିଷ୍ପତ୍ତି ଓ ନିର୍ଦ୍ଦେଶ ତଳ ସ୍ତରରେ ପହଞ୍ଚିପାରୁନି। ଯାହାଫଳରେ ଖୁଚୁରା ବ୍ୟବସାୟୀମାନେ ନାନା ହନ୍ତସନ୍ତ ହେଉଛନ୍ତି। ଯେଉଁଥିପାଇଁ ବଜାରରେ ଖାଉଟି ସାମଗ୍ରୀର ଅଭାବ ଦେଖାଦେଉଛି। ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ସା.ସଂପାଦକ ସୁଧାକର ପଣ୍ଡା। ଯାହାର ଉତ୍ତର ରଖିଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ।

ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡାଙ୍କ ଅଭିଯୋଗ ଅନୁସାରେ ଗୋଦାମରେ ସାମଗ୍ରୀ ମହଜୁଦ ଅଛି। ଖୁଚୁରା ବ୍ୟବସାୟୀ ନେଇପାରୁନାହାନ୍ତି। ଖୁଚୁରା ବ୍ୟବସାୟୀଙ୍କ ଦୁଇ ଚକିଆ ଗାଡ଼ିକୁ ଅନୁମତି ଦେଉନାହାନ୍ତି ପୁଲିସ। ତଳ ସ୍ତରରେ ଥିବା ପୁଲିସ କର୍ମଚାରୀ ହଇରାଣ ଓ ହରକତ କରୁଛନ୍ତି। ମାଲ ଆଣିବାକୁ ଦୁଇ ଚକିଆ ନେଇ ଯାଉଥିବା ବ୍ୟବସାୟୀ ମାଡ଼ ଖାଉଛନ୍ତି। ପୁଲିସ ସେମାନଙ୍କ ଗାଡ଼ି ସିଜ୍‌ କରିବା ସହ ଗାଳି ଗୁଲଜ କରୁଛନ୍ତି।”

ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡାଙ୍କ ଅଭିଯୋଗ ଶୁଣିବା ପରେ କଟକ-ଭୁବନେଶ୍ୱର ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି-“କଟକ-ଭୁବନେଶ୍ୱରକୁ ଆଠଗଡ, ବାଙ୍ଗୀ,  ଖୁଣ୍ଟୁଣି, କୁଶୁପାଙ୍ଗି, କଇମୁଣ୍ଡି ପ୍ରମୁଖ ଅଞ୍ଚଳରୁ ଆସିଥାଏ। ତେବେ ସେହି ଗାଁ ଲୋକେ ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ୱରରକୁ ଆସିବା ପାଇଁ। ଏଥିପାଇଁ ସେମାନଙ୍କ ମନରେ ଦୁଇଟି ଭୟ ଥାଇପାରେ। ଗୋଟିଏ ହେଲା କୋଭିଡ୍‌-୧୯ ଭୟ ଓ ଅନ୍ୟଟି ପୁଲିସର ଭୟ ହୋଇଥାଇପାରେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ବାରଙ୍ଗ ଆଇଆଇସି ଆଠଗଡ଼, ଖୁଣ୍ଟୁଣୀ ଓ ବାଙ୍କୀ ଥାନାର ଆଇଆଇସି ମାଧ୍ୟମରେ ସମ୍ପୃକ୍ତ ପଞ୍ଚାୟତରେ ପ୍ରଚାର କରାଯାଇଛି। ଏପରିକି ପରିବା ନେଇ ଭୁବନେଶ୍ୱର ଯିବା ପାଇଁ ସେମାନଙ୍କୁ ଅନୁରୋଧ ମଧ୍ୟ କରିଛୁ। ଏହି ଅନୁରୋଧ ପରେ ଆଜି ୫ ଟ୍ରକ୍‌ ପନିପରିବା ଆସିଛି। ଆସନ୍ତାକାଲି ୨୫ ଟ୍ରକ୍‌ ପରିବା ଆସିବ ବୋଲି ଆଶା କରିଛୁ। ଏହାଛଡ଼ା ପନିପରିବା ଓ ହୋଲ୍‌ସେଲ୍‌ରଙ୍କୁ ଗାଡ଼ି ପାସ୍‌ ଦିଆଯାଇଛି। ବ୍ୟବସାୟ କରିବା ପାଇଁ ଆସିବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରୁଛୁ। ସେହିପରି ଛୋଟ ବ୍ୟବସାୟୀଙ୍କୁ ଅନୁରୋଧ କରୁଛି, କିଛି ଅସୁବିଧା ହେଲେ ସେମାନେ ନିକଟସ୍ଥ ଥାନାକୁ ଯାଇ ପାସ୍‌ ଆଣନ୍ତୁ। ମାଲ୍‌ ପରିବହନ କରୁଥିବା ୩ ଚକିଆ ଓ ୪ ଚକିଆ ଗାଡ଼ିକୁ ପୁଲିସ କେବେ ଅଟକାଉନାହାନ୍ତି। ଯେଉଁମାନେ ବାଇକ୍‌ରେ ମାଲ୍‌ ପରିବହନ କରି ବ୍ୟବସାୟ କରୁଛନ୍ତି, ସେମାନେ ଥାନାକୁ ଯାଇ ପାସ୍‌ ଆଣନ୍ତୁ ବା ୧୦୦କୁ ଫୋନ୍‌ କରନ୍ତୁ। ସଙ୍ଗେ ସଙ୍ଗେ ଅସୁବିଧା ସମାଧାନ କରାଯିବ। ଅତ୍ୟାବସ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡ଼ିକୁ ପୁଲିସ ଅଟକାଯାଉ ନାହିଁ। କୌଣସି ଗୁଜବରେ ଲୋକେ ବିଶ୍ୱାସ କରନ୍ତୁ ନାହିଁ। ଏନେଇ ଓଡ଼ିଶା ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ସହିତ କଥା ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story