୧୮ରୁ୧୯: ସାପ ମାରିଲାଣି ୮୧୧

କଣ୍ଟାବାଞ୍ଜି /ସୁନ୍ଦରଗଡ଼ /ଭୁବନେଶ୍ୱର : ଘାତକ ହେଉଛି ସର୍ପାଘାତ। ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏବେ ଆରମ୍ଭ ହୋଇଛି କାରଣ ଖୋଜା। ବିଷଧର ସର୍ପ ଦଂଶନରେ ତୁରେକେଲା ଗାଁର ଦୁର୍ଗେଶ ବେନିଆ ନାମକ ପିଲାଟି ଘରେ ଶୋଇଥିବା ବେଳେ ତାକୁ ଏକ ବିଷାକ୍ତ ସାପ ଆଜି ସକାଳେ ଦଂଶିଥିଲା, ତୁରନ୍ତ ପରିବାର ଲୋକେ ମେଡିକାଲ ଆଣିଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ଠିକ୍ ଏମିତି ଢଙ୍ଗରେ ଦୁଇ ଦିନ ତଳେ […]

snake-bite-1

snake-bite-1

Tapas Behera
  • Published: Wednesday, 14 August 2019
  • Updated: 14 August 2019, 10:14 PM IST

Sports

Latest News

କଣ୍ଟାବାଞ୍ଜି /ସୁନ୍ଦରଗଡ଼ /ଭୁବନେଶ୍ୱର : ଘାତକ ହେଉଛି ସର୍ପାଘାତ। ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏବେ ଆରମ୍ଭ ହୋଇଛି କାରଣ ଖୋଜା।

ବିଷଧର ସର୍ପ ଦଂଶନରେ ତୁରେକେଲା ଗାଁର ଦୁର୍ଗେଶ ବେନିଆ ନାମକ ପିଲାଟି ଘରେ ଶୋଇଥିବା ବେଳେ ତାକୁ ଏକ ବିଷାକ୍ତ ସାପ ଆଜି ସକାଳେ ଦଂଶିଥିଲା, ତୁରନ୍ତ ପରିବାର ଲୋକେ ମେଡିକାଲ ଆଣିଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ଠିକ୍ ଏମିତି ଢଙ୍ଗରେ ଦୁଇ ଦିନ ତଳେ ଅନ୍ୟ ଏକ ଦୁଃଖଦ ଘଟଣାକ୍ରମେ ସୁନ୍ଦରଗଡ଼ ସୁବଳୟା ଗାଁରେ ସାପ କାମୁଡ଼ାରେ ଚିର ନିଦ୍ରାରେ ଶୋଇ ଯାଇଛନ୍ତି ଭାଇ-ଭଉଣୀ।

ଗାଁର ପ୍ରଦୀପ ଦଣ୍ଡସେନାଙ୍କ ପୁଅ-ଝିଅ ରବିବାର ରାତିରେ ଖାଇ ପିଇ ଶୋଇବା ପରେ ଉଭୟଙ୍କୁ ବିଷାକ୍ତ ସାପ କାମୁଡ଼ିଥିଲା। ମେଡିକାଲ  ନିଆଯାଇଥିଲେ ବି କାହାର ଜୀବନ ରକ୍ଷା ହୋଇପାରିନଥିଲା। ଗଲା କିଛି ବର୍ଷ ହେଲା ଓଡ଼ିଶାରେ ଉଦ୍‌ବେଗଜନକ ହାରରେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ। ସରକାରୀ ତଥ୍ୟ କହୁଛି ଗତ ୫ବର୍ଷରେ ରାଜ୍ୟରେ ସର୍ପାଘାତରେ ଯାଇଛି ୨ ହଜାର ୯୫୪ଜଣଙ୍କ ଜୀବନ। ୨୦୧୫-୧୬ରେ ୪୭୮ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୦୧୮-୧୯ରେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୮୧୧ରେ ପହଞ୍ଚିଛି॥

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୭୧ଜଣଙ୍କର ସାପ କାମୁଡରେ ମୃତ୍ୟୁ ଘଟିଛି। ଯାହାକି କୌଣସି ପ୍ରାକୃତିକ ବିପତ୍ତିଠୁ ବି କମ୍ ନୁହେଁ। ଏଠି ପ୍ରଶ୍ନ, ରାଜ୍ୟରେ କାହିଁକି ବଢୁଛି ସର୍ପାଘାତ। ଲୋକଙ୍କ ଅସାବଧାନତା ନା ସରିସୃପଙ୍କ ଇଲାକାରେ ମଣିଷର ଅବାଧ ଅନୁପ୍ରବେଶ? କାରଣ କେତେବେଳେ ଘର ପରିସର ତ ପୁଣି କେତେବେଳେ ଜୋତା ଭିତର ବିଷଧର ସାପଙ୍କୁ ଦେଖିବାକୁ ମିଳୁଛି।

ସେହିପରି ସାପ କାମୁଡ଼ା ରୋଗୀଙ୍କୁ ତୁରନ୍ତ ଡାକ୍ତର ପାଖକୁ ନନେଇ ଏବେ ବି ଲୋକେ ଝଡାଫୁଙ୍କାର ସାହାଯ୍ୟ ନେବା ମୃତ୍ୟୁସଂଖ୍ୟା ବଢିବାର କାରଣ ନୁହେଁ ତ ? ତେବେ ବର୍ଷାଋତୁ ବିଷଧର ସାପଙ୍କ ଅଣ୍ଡା ଦେବା ସମୟ। ଏହି ସମୟରେ ସାବଧାନ ରହିଲେ ହିଁ ଅନେକାଂଶରେ ସାପ କାମୁଡାକୁ ରୋକାଯାଇ ପାରିବ ବୋଲି କହିଛନ୍ତି ବିଶେଷଜ୍ଞ।

ସାପ କାମୁଡ଼ାରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ଲକ୍ଷ ଟଙ୍କାର କ୍ଷତିପୂରଣର ବ୍ୟବସ୍ଥା ରଖିଛନ୍ତି। ତେବେ ସାପକାମୁଡା ରୋଗୀଙ୍କୁ ହସପିଟାଲ ଆଣିଲେ ହିଁ ଏହି ସହାୟତା ରାଶି ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story