କୂଅରୁ ୬ଫୁଟ୍‌ ଲମ୍ୱର ଅଜଗର ସାପ ଉଦ୍ଧାର

ଆଠଗଡ଼ (ନୀକଳଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ର ଗରିଆ ଠାରେ ରାସ୍ତା କଡ଼ରେ ଥିବା ଏକ କୂଅରୁ ୬ଫୁଟ୍‌ ଲମ୍ୱର ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟି କୂଅରେ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସାପ ଧରାଳି ସୁଶାନ୍ତ ପାତ୍ରକୁ ଖବର ଦେଇଥିଲେ। ଖବର ପାଇ ସୁଶାନ୍ତ ଦୀର୍ଘ ସମୟ ଚେଷ୍ଟା କରିବା ପରେ ଦଉଡ଼ି ଓ ଗାଣ୍ଡୁଆ ସାହାଯ୍ୟରେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ନିକଟସ୍ଥ ଖଳଖଳା ରିଜର୍ଭ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

snake

snake

Jyoshna Pradhan
  • Published: Sunday, 01 December 2019
  • Updated: 01 December 2019, 02:55 PM IST

ଆଠଗଡ଼ (ନୀକଳଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ର ଗରିଆ ଠାରେ ରାସ୍ତା କଡ଼ରେ ଥିବା ଏକ କୂଅରୁ ୬ଫୁଟ୍‌ ଲମ୍ୱର ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟି କୂଅରେ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସାପ ଧରାଳି ସୁଶାନ୍ତ ପାତ୍ରକୁ ଖବର ଦେଇଥିଲେ।

ଖବର ପାଇ ସୁଶାନ୍ତ ଦୀର୍ଘ ସମୟ ଚେଷ୍ଟା କରିବା ପରେ ଦଉଡ଼ି ଓ ଗାଣ୍ଡୁଆ ସାହାଯ୍ୟରେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ନିକଟସ୍ଥ ଖଳଖଳା ରିଜର୍ଭ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos