ବିଟେକ୍‌ ଛାତ୍ର ବନିଛନ୍ତି ହୋମ୍‌ ଡେଲିଭେରୀ ବଏ; ସୋଆ ଜାଲରେ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଆଇଟିଇଆର୍‌ ଜାଲ୍ ପ୍ଲେସମେଣ୍ଟରେ ଶିକାର ହୋଇଥିବା ଅନେକ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅନ୍ଧାରରେ। ବର୍ଷକ ତଳେ ଏଭଳି ନକଲି ଅଫର ଲେଟର ପାଇଥିବା ଜଣେ ଛାତ୍ର ୬ ମାସ ହାଇଦ୍ରାବାଦରେ ରହି ଚାକିରି ନ ପାଇ ଏବେ ବାଇକ୍‌ରେ ବୁଲି ଖାଦ୍ୟ ହୋମ୍ ଡେଲିଭରି କରୁଛି। ଅର୍ଜୁନ ବିଶୋୟୀ। ନିଶା ଥିଲା ଜଣେ ଇଞ୍ଜିନିୟର ହେବେ। ଶିକ୍ଷା ଋଣ କରି ଆଇଟିଇଆର୍‌ କଲେଜର ବିଟେକ୍ ଟ୍ରେଡ୍‌ରେ ପାଠ ପଢ଼ିଲେ। ଭଲ ନମ୍ୱର […]

soa student

soa student

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 08:51 PM IST

Sports

Latest News

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଆଇଟିଇଆର୍‌ ଜାଲ୍ ପ୍ଲେସମେଣ୍ଟରେ ଶିକାର ହୋଇଥିବା ଅନେକ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅନ୍ଧାରରେ। ବର୍ଷକ ତଳେ ଏଭଳି ନକଲି ଅଫର ଲେଟର ପାଇଥିବା ଜଣେ ଛାତ୍ର ୬ ମାସ ହାଇଦ୍ରାବାଦରେ ରହି ଚାକିରି ନ ପାଇ ଏବେ ବାଇକ୍‌ରେ ବୁଲି ଖାଦ୍ୟ ହୋମ୍ ଡେଲିଭରି କରୁଛି।

ଅର୍ଜୁନ ବିଶୋୟୀ। ନିଶା ଥିଲା ଜଣେ ଇଞ୍ଜିନିୟର ହେବେ। ଶିକ୍ଷା ଋଣ କରି ଆଇଟିଇଆର୍‌ କଲେଜର ବିଟେକ୍ ଟ୍ରେଡ୍‌ରେ ପାଠ ପଢ଼ିଲେ। ଭଲ ନମ୍ୱର ରଖି ପାସ୍ ମଧ୍ୟ ହେଲେ। ପରେ କ୍ୟାମ୍ପସ ସିଲେକ୍‌ସନ ପାଇ ହାଇଦ୍ରାବାଦ ଗଲେ। ସେଠାରେ ପହଞ୍ଚିବା ପରେ ଜାଣାପଡ଼ିଲା କ୍ୟାମ୍ପସ ସିଲେକ୍‌ସନ ହୋଇନାହିଁ। ଅର୍ଜୁନ୍‌ ସେଠାରେ ଦୀର୍ଘ ୬ ମାସ ଧରି ରହି ବହୁ ଚେଷ୍ଟା କଲେ। ମାତ୍ର ସଫଳ ହେଲେ ନାହିଁ। ସେଠାରୁ ନିରାଶ ହୋଇ ଫେରି ଆସିଥିଲେ ଅର୍ଜୁନ୍। ଏହା ପରେ ସେ ଘରକୁ ଘର ବୁଲି ଖାଦ୍ୟ ହୋମ୍ ଡେଲିଭରି କଲେ। କେବଳ ଅର୍ଜୁନ ନୁହନ୍ତି ତାଙ୍କ ଭଳି ଅନେକ ଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳିଛି ଆଇଟିଇଆର୍‌।

ଅର୍ଜୁନ କୁମାର ବିଶୋୟୀ କୁହନ୍ତି,“ହାଇଦ୍ରାବାଦରେ ପହଞ୍ଚିବା ପରେ ଫେକ୍‌ ପ୍ଲେସ୍‌ମେଣ୍ଟ ସମ୍ପର୍କରେ ଜଣାପଡ଼ିଥିଲା। ଏ ସମ୍ପର୍କରେ ଆଇଟିଇଆର୍‌ କର୍ତ୍ତୃପକ୍ଷଙ୍କୁ ବାରମ୍ୱାର ଫୋନ୍‌ କରିଥିଲୁ। ମାତ୍ର ସେମାନଙ୍କଠାରୁ ନିରାଶ ହେବାକୁ ମିଳିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story