କୋଭିଡ୍‌ ନିୟମ ଉଲ୍ଲଂଘନ କରି ବାହା ଘର ହେଉଥିଲା, ତାପରେ..

ମୋହନା:(ଓଡ଼ିଶା ରିପୋର୍ଟର): କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିରୋଧରେ ମାମଲା ରୁଜୁ। ଭୋଜି ପାଇଁ ହଜାରେ ଲୋକେ ଏକାଠି ହୋଇଥିବା ବେଳେ ଭୋଜିକୁ ବନ୍ଦ କଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଠକେଳି ଗାଁରେ। ଏହି ଗାଁର ସୁଶାନ୍ତ ମାଳି ତାଙ୍କ ବିବାହ ପାଇଁ ୫୦ ଜଣଙ୍କୁ ନେଇ ବିବାହ ଭୋଜି ଆୟୋଜନ କରିବେ ବୋଲି ଗତ ଜୁଲାଇ ୩ ତାରିଖରେ ପୋଲିସ ଠାରୁ ଅନୁମତି ନେଇଥିଲେ। କିନ୍ତୁ ବାହାଘର […]

marriage-2-1

marriage-2-1

Tapas Behera
  • Published: Sunday, 12 July 2020
  • Updated: 12 July 2020, 09:29 PM IST

Sports

Latest News

ମୋହନା:(ଓଡ଼ିଶା ରିପୋର୍ଟର): କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିରୋଧରେ ମାମଲା ରୁଜୁ। ଭୋଜି ପାଇଁ ହଜାରେ ଲୋକେ ଏକାଠି ହୋଇଥିବା ବେଳେ ଭୋଜିକୁ ବନ୍ଦ କଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଠକେଳି ଗାଁରେ।

ଏହି ଗାଁର ସୁଶାନ୍ତ ମାଳି ତାଙ୍କ ବିବାହ ପାଇଁ ୫୦ ଜଣଙ୍କୁ ନେଇ ବିବାହ ଭୋଜି ଆୟୋଜନ କରିବେ ବୋଲି ଗତ ଜୁଲାଇ ୩ ତାରିଖରେ ପୋଲିସ ଠାରୁ ଅନୁମତି ନେଇଥିଲେ। କିନ୍ତୁ ବାହାଘର ସମୟରେ ପ୍ରାୟ ଏକ ହଜାର ଲୋକଙ୍କୁ ନେଇ ଭୋଜି ଆୟୋଜନ କରିଥିଲେ।

ତେବେ ଖବର ପାଇ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଓ ଥାନାଧିକାରୀ ସୁଜିତ କୁମାର ନାୟକ ଚଢ଼ାଉ କରି ଭୋଜିକୁ ବନ୍ଦ କରିଥିଲେ। କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସମ୍ପୃକ୍ତ ବର ସୁଶାନ୍ତ ମାଳି ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗାଁରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶତାଧିକ ଲୋକଙ୍କ ସମାଗମର ଭିଡ଼ିଓ ଭାଇରାଲ ପରେ ସରପଞ୍ଚଙ୍କ ସହ ୪ଜଣଙ୍କୁ ଅଟକ ରଖିଛି ପୋଲିସ।  ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ କରାଯାଇଥିଲା।

ଶତାଧିକ ଲୋକ ଏକାଠି ହୋଇ ନାମ ସଂକୀର୍ତ୍ତନ କରିବା ସହ ବିନା ମାସ୍କରେ ଏକାଠି ହୋଇଥିଲେ।  ସାମାଜିକ ଦୂରତା ବି ମାନିନଥିଲେ। ଏମିତିକି କୁନି କୁନି ପିଲା ଏକାଠି ବସି ଭୋଜି ଖାଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story