ସୋସିଆଲ୍ ମିଡିଆରେ ବୁଲୁଥିବା ବ୍ରହ୍ମ ମିଛ : ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ସୋସିଆଲ୍ ମିଡିଆରେ ମହାପ୍ରଭୁଙ୍କ ବ୍ରହ୍ମ, ପୁରାତନ ବିଗ୍ରହ ପାତାଳି ହେବା ଓ ଶ୍ରୀବିଗ୍ରହ ନିର୍ମାଣର ଦୃଶ୍ୟ ଦେଖିବାକୁ ମିଳୁଛି। ଏସବୁ ଫଟୋକୁ ନେଇ ସାରା ରାଜ୍ୟରେ ବିଭ୍ରାନ୍ତି ସୃଷ୍ଟି ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଅନୁସନ୍ଧାନ କରିଥିଲା। ତେବେ ଏସବୁ ଫଟୋର ସତ୍ୟାସତ୍ୟ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଏକ ପ୍ରେସ୍ ରିଲିଜ୍ ଜରିଆରେ ଜଣାଇଛି। ମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, ଯଦି ଏଭଳି ଫଟୋ କୌଣସି ବ୍ୟକ୍ତଙ୍କର ହସ୍ତଗତ […]

Capture

Rakesh Mallick
  • Published: Sunday, 28 June 2015
  • , Updated: 28 June 2015, 03:56 PM IST

ପୁରୀ: ସୋସିଆଲ୍ ମିଡିଆରେ ମହାପ୍ରଭୁଙ୍କ ବ୍ରହ୍ମ, ପୁରାତନ ବିଗ୍ରହ ପାତାଳି ହେବା ଓ ଶ୍ରୀବିଗ୍ରହ ନିର୍ମାଣର ଦୃଶ୍ୟ ଦେଖିବାକୁ ମିଳୁଛି। ଏସବୁ ଫଟୋକୁ ନେଇ ସାରା ରାଜ୍ୟରେ ବିଭ୍ରାନ୍ତି ସୃଷ୍ଟି ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଅନୁସନ୍ଧାନ କରିଥିଲା। ତେବେ ଏସବୁ ଫଟୋର ସତ୍ୟାସତ୍ୟ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଏକ ପ୍ରେସ୍ ରିଲିଜ୍ ଜରିଆରେ ଜଣାଇଛି। ମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, ଯଦି ଏଭଳି ଫଟୋ କୌଣସି ବ୍ୟକ୍ତଙ୍କର ହସ୍ତଗତ ହୁଏ ତେବେ ସେ ଶ୍ରୀମନ୍ଦିର ପ୍ରଶାସନର ଲୋକସଂପର୍କ ଅଧିକାରୀଙ୍କୁ ମୋବାଇଲ୍ ଯୋଗେ ଜଣାଇ ପାରିବେ। ତାଙ୍କ ନମ୍ୱର ହେଲା ୯୮୬୧୦୯୩୧୭୨ ବୋଲି ପ୍ରେସ ରିଲିଜରେ ଜାରି ହୋଇଛି।

Related story