ଚେତିଲା ଶ୍ରୀମନ୍ଦିର ନୀତି ପ୍ରଶାସକ, ମୁତୟନ ହେଲେ ସୁରକ୍ଷାକର୍ମୀ

ପୁରୀ(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଶ୍ରୀକ୍ଷେତ୍ର ଆସୁଛନ୍ତି ହଜାର ହଜାର ଭକ୍ତ। ମହାପ୍ରଭୁଙ୍କଠାରୁ ଆଶୀର୍ବାଦ ନେବା ପରେ ଭକ୍ତମାନେ ଆନନ୍ଦବଜାରରେ ମହାପ୍ରସାଦ ସେବନ କରୁଥାନ୍ତି। ହେଲେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ଭାବନା ସହିତ ଖେଳାଯାଉଥିବା ନେଇ ଅଭିଯୋଗ ହେଉଛି। ଶ୍ରୀମନ୍ଦିରରେ ବାହାର ଅଙ୍ଗରରେ ମହାପ୍ରସାଦ ରୋଷେଇ ହେଉଥିବା ନେଇ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଛି […]

bnn

bnn

Manoranjan Sial
  • Published: Friday, 24 January 2020
  • Updated: 24 January 2020, 07:50 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଶ୍ରୀକ୍ଷେତ୍ର ଆସୁଛନ୍ତି ହଜାର ହଜାର ଭକ୍ତ। ମହାପ୍ରଭୁଙ୍କଠାରୁ ଆଶୀର୍ବାଦ ନେବା ପରେ ଭକ୍ତମାନେ ଆନନ୍ଦବଜାରରେ ମହାପ୍ରସାଦ ସେବନ କରୁଥାନ୍ତି। ହେଲେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ଭାବନା ସହିତ ଖେଳାଯାଉଥିବା ନେଇ ଅଭିଯୋଗ ହେଉଛି। ଶ୍ରୀମନ୍ଦିରରେ ବାହାର ଅଙ୍ଗରରେ ମହାପ୍ରସାଦ ରୋଷେଇ ହେଉଥିବା ନେଇ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଛି ଶ୍ରୀମନ୍ଦିର ନୀତି ପ୍ରଶାସକ। ବାହାରୁ ଯେପରି କୌଣସି ଅଙ୍ଗାର ନଯିବ, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

ଶ୍ରୀମନ୍ଦିର ରୋଷଶାଳା ପ୍ରବେଶ ପଥରେ ସୁପରଭାଇଜର୍ ଓ କମାଣ୍ଡରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ସେହିପରି ଉଷୁନା ଚାଉଳ, ପାମୋଲିନ ତେଲ ସହ ପଚା ଓ ପୋକରା ପନିପରିବାରେ ମହାପ୍ରସାଦ ରନ୍ଧନ କରାଯାଉଥିବା ଖବର ନେଇ ମଧ୍ୟ ନୀତି ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସେପଟେ ଉଷୁନା ଚାଉଳରେ ରନ୍ଧନ କାର୍ଯ୍ୟକୁ ସୁଆର ମହାସୁଆର ନିଯୋଗ ସମ୍ପାଦକ ଖଣ୍ଡନ କରିବା ସହ ଡାଲ୍‌ଡା ଘିଅ ବଦଳରେ ଓମ୍‌ଫେଡ୍‌ ଘିଅ ଯୋଗାଇବାକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story