ଆଉ ଏକ ବାତ୍ୟା ଆସୁଥିବା ଖବର ମିଛ, ଆଦୌ ବିଶ୍ୱାସ କରନ୍ତୁ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ତାଣ୍ଡବ ରଚି ଚାଲି ଯାଇଛି। ଲୋକେ ସେଥିରୁ ମୁକୁଳି ନଥିବା ବେଳେ ଆଉ ଏକ ବାତ୍ୟା ଆସୁଛି ବୋଲି ପ୍ରଚାର ହେଉଛି। ଏହାକୁ ନେଇ ଲୋକେ ଆଲୋଚନା କରିବା ସହିତ ଭୟଭୀତ ହୋଇଯାଇଛନ୍ତି। ତେବେ ଏହା ସଂପୂର୍ଣ୍ଣ ଭାବେ ମିଛ ଖବର। ଏଥିରେ ଆଦୌ ସତ୍ୟତା ନାହିଁ। ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (ଏସ୍‌ଆର୍‌ସି) ମଧ୍ୟ ଟ୍ୱିଟ୍ କରିଛନ୍ତି। ଏସ୍‌ଆର୍‌ସି […]

cyclone

cyclone

Jitendra Garnayak
  • Published: Monday, 15 October 2018
  • Updated: 15 October 2018, 10:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ତାଣ୍ଡବ ରଚି ଚାଲି ଯାଇଛି। ଲୋକେ ସେଥିରୁ ମୁକୁଳି ନଥିବା ବେଳେ ଆଉ ଏକ ବାତ୍ୟା ଆସୁଛି ବୋଲି ପ୍ରଚାର ହେଉଛି। ଏହାକୁ ନେଇ ଲୋକେ ଆଲୋଚନା କରିବା ସହିତ ଭୟଭୀତ ହୋଇଯାଇଛନ୍ତି। ତେବେ ଏହା ସଂପୂର୍ଣ୍ଣ ଭାବେ ମିଛ ଖବର। ଏଥିରେ ଆଦୌ ସତ୍ୟତା ନାହିଁ। ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (ଏସ୍‌ଆର୍‌ସି) ମଧ୍ୟ ଟ୍ୱିଟ୍ କରିଛନ୍ତି।

ଏସ୍‌ଆର୍‌ସି ଟ୍ୱିଟର୍‌ରେ ଲେଖିଛନ୍ତି, ଆଉ ଏକ ବାତ୍ୟା ଆସୁଛି ବୋଲି କିଛି ଲୋକ ଗୁଜବ ପ୍ରଚାର କରୁଥିବା ଆମ ଦୃଷ୍ଟିକୁ ଆସିଛି। ସେମାନଙ୍କୁ ଅନୁରୋଧ କରାଯାଉଛି ଯେ ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ। ସାମାଜିକ ଭାବେ ଏପରି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ଅପରାଧିକ ବ୍ୟବହାର।

ଏହା ସହିତ ଏପରି ମିଛ ଖବର ଓ ଗୁଜବ ପରେ ବିଶ୍ୱାସ ନ କରିବାକୁ ଏସ୍‌ଆର୍‌ସି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ‘ତିତ୍‌ଲି’ ଯୋଗୁ ୧୧ ଜିଲ୍ଲାର ୭୬ଟି ବ୍ଳକ୍ କ୍ଷତିଗ୍ରସ୍ତ ହୋଇଛନ୍ତି। ଧନଜୀବନ ମଧ୍ୟ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story