କୋର୍ଟରୁ ଚମ୍ପଟ ମାରିଲେ ବାପ-ପୁଅ

କେନ୍ଦୁଝର (ପ୍ରଣୟ ପାଣି): ଜାତିଆଣ ଓ ଅନ୍ୟାନ୍ୟ ମାମଲାରେ ଛନ୍ଦିହୋଇଥିବା ବାପ-ପୁଅ ଦାସ ଖୁଣ୍ଟିଆ ଓ ତାଙ୍କ ପୁଅ ଅନୀଲ ଖୁଣ୍ଟିଆ ଆଜି କେନ୍ଦୁଝର ଜିଲ୍ଲା ସେସନ୍ସ କୋର୍ଟରୁ ଚମ୍ପଟ ମାରିଛନ୍ତି। ମାତ୍ର ପରେ ପୁଲିସ ଅଭିଯୁକ୍ତ ପୁଅକୁ ତାଙ୍କ ଗାଁରୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଏବେ ମଧ୍ୟ ବାପ ଦାସ ଖୁଣ୍ଟିଆ ଫେରାର ଅଛନ୍ତି। ତେଲକୋଇ ଥାନା ସରୁଆଳି ଗାଁର ଦାସ ଖୁଣ୍ଟିଆ ଓ ତାଙ୍କ ପୁଅ ଅନୀଲ ଖୁଣ୍ଟିଆଙ୍କ ନାଁରେ ଜାତିଆଣ […]

son-and-father-champat-from-keonjher

son-and-father-champat-from-keonjher

Manoranjan Sial
  • Published: Tuesday, 15 October 2019
  • Updated: 15 October 2019, 10:04 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ଜାତିଆଣ ଓ ଅନ୍ୟାନ୍ୟ ମାମଲାରେ ଛନ୍ଦିହୋଇଥିବା ବାପ-ପୁଅ ଦାସ ଖୁଣ୍ଟିଆ ଓ ତାଙ୍କ ପୁଅ ଅନୀଲ ଖୁଣ୍ଟିଆ ଆଜି କେନ୍ଦୁଝର ଜିଲ୍ଲା ସେସନ୍ସ କୋର୍ଟରୁ ଚମ୍ପଟ ମାରିଛନ୍ତି। ମାତ୍ର ପରେ ପୁଲିସ ଅଭିଯୁକ୍ତ ପୁଅକୁ ତାଙ୍କ ଗାଁରୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଏବେ ମଧ୍ୟ ବାପ ଦାସ ଖୁଣ୍ଟିଆ ଫେରାର ଅଛନ୍ତି।

ତେଲକୋଇ ଥାନା ସରୁଆଳି ଗାଁର ଦାସ ଖୁଣ୍ଟିଆ ଓ ତାଙ୍କ ପୁଅ ଅନୀଲ ଖୁଣ୍ଟିଆଙ୍କ ନାଁରେ ଜାତିଆଣ ଆକ୍ଷେପ ସହ ବିଭିନ୍ନ ମାମଲାରେ ଥିଲା। ଏହି ଅଭିଯୋଗ କ୍ରମେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାକୁ ବିଚାର କରି ହାଇକୋର୍ଟ ବାପ-ପୁଅଙ୍କୁ ଆଗୁଆ ଜାମିନି ପ୍ରଦାନ କରିଥିଲେ। ଏଥିପାଇଁ କୋର୍ଟ ସର୍ତ୍ତ ମଧ୍ୟ ରଖିଥିଲେ। ସର୍ତ୍ତ ଅନୁସାରେ ବାପ-ପୁଅ ଜିଲ୍ଲା ଜଜ କୋର୍ଟରେ ହାଜର ହେବେ।

ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ଆଜି ବାପ-ପୁଅ ଓକିଲଙ୍କ ଜରିଆରେ ଜିଲ୍ଲା ଜଜ କୋର୍ଟରେ ହାଜର ହୋଇଥିଲେ। ହେଲେ ତାଙ୍କର ଜାମିନକୁ ଜିଲ୍ଲା ଜଜ ଖାରଜ କରିଦେଇଥିଲେ। ଖାରଜ ଆଦେଶ ପାଇବା ପୂର୍ବରୁ ବାପ-ପୁଅ କୋର୍ଟରୁ ଚମ୍ପଟ ମାରିଥିଲେ।

ଏହି ଖବର ଜଣାପଡ଼ିବା ପରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର କାର୍ଯ୍ୟରେ ଅବହେଳା ପାଇଁ କୋର୍ଟ ଡ୍ୟୁଟିରେ ଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଏସ୍‌ଆଇ ଦୁଷ୍କନ୍ତ ସିଂହ, କନେଷ୍ଟବଳ ମନୋରମା ସେଠୀ, ଶିବାନୀ ନାଏକ ଓ ରେଣୁବାଳା ମହାନ୍ତି। ଇତି ମଧ୍ୟରେ ପୁଲିସ ପୁଅ ଅନିଲ ଖୁଣ୍ଟିଆକୁ ଗାଁରୁ ଗିରଫ କରିଥିବା ବେଳେ ବାପା ଏବେ ମଧ୍ୟ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story