ଘରୁ ତଡ଼ିଦେଲେ ପୁଅ, ରାସ୍ତାକଡ଼ରେ ଦିନ କାଟୁଛନ୍ତି ବାପା

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ବଳ ଥିଲା, ବୟସ ଥିଲା ତେଣୁ ସମ୍ମାନ ବି ମିଳୁଥିଲା। ହେଲେ ଏବେ ପରା ବାପା ଆଉ ଚାଲି ପାରୁନାହାନ୍ତି, ରୋଜଗାର ବି ନାହିଁ। ଆଉ ନିଜ ପାଖରେ ରଖି ଲାଭ କ’ଣ? ବାସ୍, ଏମିତି କିଛି ଭାବି ବାପାଙ୍କୁ ଦୂରେଇ ଦେଇଛନ୍ତି ଦୁଇ ପୁଅ। ଆଉ ରାସ୍ତାକଡରେ ପଡ଼ି ରହିଛନ୍ତି ବାପା। ଏ କାହାଣୀ ଯେତେ କଷ୍ଟଦାୟକ, ସେତେ ହୃଦୟବିଦାରକ ମଧ୍ୟ। ଦୁଇ ପୁଅ ଥାଉ ଥାଉ ଘରୁ ଦୂରରେ ରାସ୍ତାକଡ଼ରେ ମୁଣ୍ଡ […]

Narayan Sahoo

Narayan Sahoo

Madhupriya Mistry
  • Published: Saturday, 08 October 2022
  • Updated: 08 October 2022, 11:20 AM IST

Sports

Latest News

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ବଳ ଥିଲା, ବୟସ ଥିଲା ତେଣୁ ସମ୍ମାନ ବି ମିଳୁଥିଲା। ହେଲେ ଏବେ ପରା ବାପା ଆଉ ଚାଲି ପାରୁନାହାନ୍ତି, ରୋଜଗାର ବି ନାହିଁ। ଆଉ ନିଜ ପାଖରେ ରଖି ଲାଭ କ'ଣ? ବାସ୍, ଏମିତି କିଛି ଭାବି ବାପାଙ୍କୁ ଦୂରେଇ ଦେଇଛନ୍ତି ଦୁଇ ପୁଅ। ଆଉ ରାସ୍ତାକଡରେ ପଡ଼ି ରହିଛନ୍ତି ବାପା। ଏ କାହାଣୀ ଯେତେ କଷ୍ଟଦାୟକ, ସେତେ ହୃଦୟବିଦାରକ ମଧ୍ୟ। ଦୁଇ ପୁଅ ଥାଉ ଥାଉ ଘରୁ ଦୂରରେ ରାସ୍ତାକଡ଼ରେ ମୁଣ୍ଡ ଗୁଞ୍ଜିଛନ୍ତି ବାପା। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା କୋକଲୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।

ରାସ୍ତାକଡ଼ରେ ଅସହାୟ ଭାବେ ପଡି ରହିଛିଛନ୍ତି ବୁଢ଼ା ବାପା ନାରାୟଣ ସାହୁ। କନ୍ଧମାଳ ବାଲିଗୁଡ଼ାରେ ନାରାୟଣଙ୍କ ଦୁଇ ପୁଅ ଓ ସ୍ତ୍ରୀ ରୁହନ୍ତି। ହେଲେ ବାପାଙ୍କ ହାତ ଗୋଡ଼ ନ ଚାଲିବାରୁ ବାରମ୍ବାର ତାଙ୍କୁ ଘରୁ ବାହାର କରି ଦେଉଛନ୍ତି। କେତେବେଳେ ସମ୍ପର୍କୀୟଙ୍କ ଘରେ ଛାଡ଼ି ଚାଲି ଆସିଛନ୍ତି ତ ପୁଣି କେତେବେଳେ ଘରଠୁ ବହୁ ଦୂର ଆନ୍ଧ୍ରପ୍ରଦେଶ ସୀମାଞ୍ଚଲମ୍‌ରେ ବାପାଙ୍କୁ ବୁଲେଇ ନେବା ବାହାନାରେ ଛାଡ଼ି ଆସୁଛନ୍ତି। ହେଲେ ମାଟିକୁ ଓ ନିଜ ପିଲାଙ୍କୁ ଭଲ ପାଉଥିବା ନାରାୟଣ କିନ୍ତୁ ଘର ଠିକଣା ଖୋଜି ଖୋଜି ଫେରି ଆସିବାକୁ ଚେଷ୍ଟା କରିଛନ୍ତି।

ନାରାୟଣ ନିଜର ସମସ୍ତ ସମ୍ପତ୍ତିକୁ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି। ପିଲାଙ୍କୁ ପାଠ ପଢ଼ାଇବାଠୁ ଆରମ୍ଭ କରି ବଡ଼ କରିବା ଯାଏଁ ସବୁ କିଛି ସେ ବୁଝିଛନ୍ତି। ଗାଁର ଘର ଜମି ବିକି ନିଜେ ବାହାରେ ମୂଲ ଲାଗିଥିଲେ। ହେଲେ ସେହି ବାପାକୁ ଏବେ ହତାଦାର କରିଦେଇଛନ୍ତି ନିଜ ଜନ୍ମ କଲା ପୁଅ। ଦିନକୁ ଦି ଓଳା ଖାଇବା ଯୋଗାଡ଼ କରିବା ପାଇଁ ରାସ୍ତାରେ ପଡ଼ି ଛଟପଟ ହେଉଛି ବାପା। ଏବେ ଗାଁ ଲୋକେ ହିଁ ତାଙ୍କ ସାହାଭରସା।

ଏନେଇ ଭଞ୍ଜନଗର ଜିଲ୍ଲାପାଳଙ୍କୁ ଜଣାଇବା ପରେ ସେ ନାରାୟଣଙ୍କୁ ସହାୟତା କରିବା ସହ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story