ରାକ୍ଷସ ପାଲଟିଲା ପୁଅ, ବାପାଙ୍କୁ ପିଟି ପିଟି ମାରିଦେଲା!

ବାଲିଗୁଡ଼ା (ଅଜିତ ନାୟକ): ପିଲାଟିଏ ପାଇଁ ବାପା-ମାଆ କେତେ ଦିଅ ଦେବତା ପୂଜା କରନ୍ତି। ଆଉ ସେମାନଙ୍କୁ ସମାଜ ଦାଣ୍ଡରେ ଛିଡ଼ା କରିବା ପାଇଁ ନିଜର ସର୍ବଶ୍ୱକୁ ଜଳାଞ୍ଜଳି ଦେଇ ଦିଅନ୍ତି। ହେଲେ ସେହି ପିଲା ଆଜି ବଡ଼ ହେବା ପରେ ବାପା-ମାଆଙ୍କୁ ନିର୍ଯାତନା ଦେଉଛି। ମଦ ନିଶାରେ ଜନ୍ମଦାତାଙ୍କୁ ପିଟିପିଟି ମାରିଦେଉଛି! ଏପରି ଏକ ହୃଦୟ ବିଦାରକ ଘଟଣା କନ୍ଧମାଳ ଜିଲ୍ଲା ବେଳଘର ଥାନା ଅଞ୍ଚଳରେ ଘଟିଛି। ଗତକାଲି ରାତିରେ ଅଗାଧୁ ନାୟକ ନାୟକଙ୍କ ପୁଅ […]

son-murder-in-kandhamala

son-murder-in-kandhamala

Manoranjan Sial
  • Published: Saturday, 11 January 2020
  • Updated: 11 January 2020, 05:02 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ପିଲାଟିଏ ପାଇଁ ବାପା-ମାଆ କେତେ ଦିଅ ଦେବତା ପୂଜା କରନ୍ତି। ଆଉ ସେମାନଙ୍କୁ ସମାଜ ଦାଣ୍ଡରେ ଛିଡ଼ା କରିବା ପାଇଁ ନିଜର ସର୍ବଶ୍ୱକୁ ଜଳାଞ୍ଜଳି ଦେଇ ଦିଅନ୍ତି। ହେଲେ ସେହି ପିଲା ଆଜି ବଡ଼ ହେବା ପରେ ବାପା-ମାଆଙ୍କୁ ନିର୍ଯାତନା ଦେଉଛି। ମଦ ନିଶାରେ ଜନ୍ମଦାତାଙ୍କୁ ପିଟିପିଟି ମାରିଦେଉଛି! ଏପରି ଏକ ହୃଦୟ ବିଦାରକ ଘଟଣା କନ୍ଧମାଳ ଜିଲ୍ଲା ବେଳଘର ଥାନା ଅଞ୍ଚଳରେ ଘଟିଛି।

ଗତକାଲି ରାତିରେ ଅଗାଧୁ ନାୟକ ନାୟକଙ୍କ ପୁଅ ବେଲାଲସେନ୍‌ ନିଶାରେ ଟଳମଳ ହୋଇ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ସେ ତାଙ୍କ ମାଆଙ୍କ ସହିତ ପାଟିତୁଣ୍ଡ କରୁଥିଲେ। ଏହା ଦେଖି ବାପା ଅଗାଧୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ନିଶାରେ ଚୁର ଥିବା ବେଲାଲସେନ୍‌ ଏକ କାଠ ଫାଳିଆରେ ବାପା ଓ ମାଆଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବେଲଘର ମେଡିକାଲ୍‌ରେ ଭର୍ତ୍ତି କରାଯାଥିଲା। ଅଗାଧୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତୁମୁଡିବନ୍ଧ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ ଘଟିଥିଲା। ଏବେ ଅଗାଧୁଙ୍କ ପତ୍ନୀ ଫୁଲବାଣୀ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଏନେଇ ଅଭିଯୋଗ ହେବା ପରେ ବେଲଘର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story