ମଦୁଆ ପୁଅ! ୧୦୦ ଟଙ୍କା ପାଇଁ ମାଆଙ୍କୁ ପିଟିପିଟି ମାରିଦେଲା

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଏ କି ଯନ୍ତ୍ରଣା? ଯେଉଁ ମାଆ ୯ ମାସ ଯନ୍ତ୍ରଣା ସହି ପୁଅକୁ ଜନ୍ମ ଦେଇଥିଲେ, ଆଜି ସେହି ଜନ୍ମଦାତ୍ରୀଙ୍କୁ ନିଷ୍ଠୁର ମଦୁଆ ପୁଅ ପିଟିପିଟି ମାରିଦେଲା। ତା’ ପୁଣି ମଦ ପିଇବା ପାଇଁ ୧୦୦ ଟଙ୍କା ଦେଲେନି ବୋଲି। ଏପରି ହୃଦୟ ବିଦାରକ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ […]

Baripada

Baripada

Manoranjan Sial
  • Published: Saturday, 23 April 2022
  • Updated: 23 April 2022, 06:02 PM IST

Sports

Latest News

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଏ କି ଯନ୍ତ୍ରଣା? ଯେଉଁ ମାଆ ୯ ମାସ ଯନ୍ତ୍ରଣା ସହି ପୁଅକୁ ଜନ୍ମ ଦେଇଥିଲେ, ଆଜି ସେହି ଜନ୍ମଦାତ୍ରୀଙ୍କୁ ନିଷ୍ଠୁର ମଦୁଆ ପୁଅ ପିଟିପିଟି ମାରିଦେଲା। ତା’ ପୁଣି ମଦ ପିଇବା ପାଇଁ ୧୦୦ ଟଙ୍କା ଦେଲେନି ବୋଲି। ଏପରି ହୃଦୟ ବିଦାରକ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମାତୃହନ୍ତା ପୁଅ କେଉଁଆଡ଼େ ଫେରାର ହୋଇଯାଇଛି।

ଯଶୀପୁର ହାଟପଡିଆ ସାଳନ୍ଦୀ ନାଏକଙ୍କ ପୁଅ ହେଉଛନ୍ତି ସରୋଜ। ଶୁକ୍ରବାର ସେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ବିଳମ୍ବିତ ରାତିରେ ସେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ନିଶାସକ୍ତ ଅବସ୍ଥାରେ ଥିବାରୁ ସେ ଠିକ୍‌ରେ ଚାଲିପାରୁ ନଥିଲେ। ତଥାପି ଘରେ ପହଞ୍ଚିବା ପରେ ମଦ ପିଇବା ପାଇଁ ମାଆ ସାଳନ୍ଦୀଙ୍କୁ ୧୦୦ଟଙ୍କା ମାଗିଥିଲେ। ମାତ୍ର ଟଙ୍କା ଦେବାକୁ ମନା କରିଥିଲେ ମାଆ। ଏହା ପରେ ନିଶାସକ୍ତ ସରୋଜ ରାଗି ଯାଇଥିଲେ। ଆଉ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ମାଆଙ୍କୁ ପିଟି ଚାଲିଲେ। ଗୋଇଠା ଓ ବିଧା ମଧ୍ୟ ମାରିଥିଲେ। ଫଳରେ ଚେତା ହରାଇ ପଡ଼ିଥିଲେ ସାଳନ୍ଦୀ।

ସାହି ପଡ଼ିଶା ୧୦୮ ଆମ୍ୱୁଲାନ୍ସରେ ସାଳନ୍ଦୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯଶୀପୁର ମେଡିକାଲ୍‌କୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯଶୀପୁର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ମାତୃହନ୍ତା ପୁଅ ସରୋଜ କେଉଁଆଡ଼େ ଫେରାର ହୋଇଯାଇଛି। ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ ମାସେ ଭିତରେ ଯଶୀପୁର ଅଞ୍ଚଳରେ ୬ଟି ହତ୍ୟାକାଣ୍ଡ ଘଟିଛି। କିଏ ଟଙ୍କା ପାଇଁ ହତ୍ୟା କରିଛି ତ ଆଉ କିଏ ପାରିବାରିକ କଳହପାଇଁ ମୁଣ୍ଡ ନେଉଛି। ତେବେ ଆଜିକାର ଘଟଣା ସବୁସୀମା ପାର କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story